ଅନୀତା ଗୋଏଲ୍

ଉଇକିପିଡ଼ିଆ‌ରୁ
ଅନୀତା ଗୋଏଲ୍
ଜନ୍ମ
ଓର୍‌ସେଷ୍ଟର୍, ମାସାଚୁସେଟ୍‌ସ, ଯୁକ୍ତରାଷ୍ଟ୍ର ଆମେରିକା
ଜାତୀୟତାଆମେରିକୀୟ
ଶିକ୍ଷାନୁଷ୍ଠାନହାଭାର୍ଡ୍ ବିଶ୍ୱବିଦ୍ୟାଳୟ
ଏମ୍ଆଇଟି
ଷ୍ଟାନ୍‌ଫୋର୍ଡ୍ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିମଲିକୁଲାର୍ ମୋଟର୍‌ସ
ନାନୋବାୟୋଫିଜିକ୍ସ୍
ନାନୋ ପ୍ରଯୁକ୍ତିବିଦ୍ୟା
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞନୀ
ଡାକ୍ତର
କର୍ମାନୁଷ୍ଠାନହାଭାର୍ଡ୍ ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାଡୁଡ଼୍‌ଲି ରବର୍ଟ୍ ହର୍ସ୍‌ବାଚ୍

ଅନୀତା ଗୋଏଲ୍ (Hindi: अनीता गोयल) ଯୁକ୍ତରାଷ୍ଟ୍ରରେ ଜଣେ ପଦାର୍ଥବିଜ୍ଞାନୀ ଓ ଡାକ୍ତର । ଡିଏନ୍ଏ ବିଷୟରେ ପଢ଼ିବା, ଲେଖିବା ଛଡା ନାନୋ ବାୟୋଫିଜିକ୍ସ୍, ମୁଖ୍ୟତଃ ମୋଲିକୁଲାର୍‌ସ ମୋଟର୍ ପାଇଁ ସେ ପୃଥିବୀରେ ଜଣାଶୁଣା ।

ଶିକ୍ଷା[ସମ୍ପାଦନା]

ଗୋଏଲ୍ ହାଭାର୍ଡ୍ ବିଶ୍ୱବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ପିଏଚ୍‌ଡି କରିଥିଲେ, ଯେଉଁଠାରେ ସେ ନୋବେଲ୍ ବିଜେତା ଡୁଡ଼୍‌ଲି ଅର୍ ହର୍ସ୍‌ବାଚ୍‌ଙ୍କଦ୍ୱାରା ପରିଚାଳିତ ହୋଇଥିଲେ । ତାଙ୍କର ଥେସିସ୍‌ର ନାଁ ଥିଲା, ସିଙ୍ଗଲ୍ ମୋଲିକୁଲ୍ ଡାଇନାମିକ୍‌ସ ଅଫ୍ ମୋଟୋର୍ ଏନ୍‌ଜାଇମ୍‌ସ ଏଲଙ୍ଗ୍ ଡିଏନ୍ଏ । ସେ ଷ୍ଟାନ୍‌ଫୋର୍ଡ୍ ବିଶ୍ୱବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ସ୍ନାତ୍ତକ ଅର୍ଜନ କରିଥିଲେ, ଯେଉଁଠାରେ ତାଙ୍କ ପରେମର୍ଶଦାତା ନୋବେଲ୍ ବିଜେତା ଷ୍ଟିଭେନ୍ ଚୁ ଥିଲେ । ସେ ମଧ୍ୟ ହାଭାର୍ଡ୍-ମାସାଚୁଏଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜିରୁ ଡାକ୍ତରୀ ବିଦ୍ୟା ଶିକ୍ଷା କରିଥିଲେ ।[୧][୨][୩]

ନୋଟ୍‌ସ[ସମ୍ପାଦନା]

  1. "Archived copy". Archived from the original on 2014-09-04. Retrieved 2014-09-03.{{cite web}}: CS1 maint: archived copy as title (link)
  2. "2005 Young Innovators Under 35". Technology Review. 2005. Retrieved August 15, 2011.
  3. Dr. Anita Goel - Studying DNA Using Physics

ବାହ୍ୟ ଆଧାର[ସମ୍ପାଦନା]