ଅନଂଶା ବିଶ୍ୱାସ
ଦେଖଣା
ଅନଂଶା ବିଶ୍ୱାସ | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୭–ଏବେଯାଏଁ |
ଅନଂଶା ବିଶ୍ୱାସ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତ ଓ ୱେବ୍ ସିରିଜ୍ରେ କାମ କରନ୍ତି ଏବଂ ଆମାଜନ୍ ପ୍ରାଇମ୍ର ମିର୍ଜାପୁର, ହଟ୍ଷ୍ଟାର୍ର ହଷ୍ଟେଜେସ୍, ୟୁଟ୍ୟୁବ୍ର ପ୍ରତିବିମ୍ବ ଓ ନେଟ୍ଫ୍ଲିକ୍ସର ଆଶ୍ଚର୍ଯ୍ୟଚକିତ ଭଳି ୱେବ୍ ସିରିଜ୍ରେ କାମ କରିବା ପାଇଁ ଜଣାଶୁଣା ।[୧][୨]
ଥିଏଟରରେ ଅଭିନୟ
[ସମ୍ପାଦନା]ଅନଂଶା ଥିଏଟର୍ରେ ସକ୍ରିୟ ଅଛନ୍ତି । ସେ ନସୀରଉଦ୍ଦିନ ଶାହା, ବେଞ୍ଜାମିନ ଗିଲାନି, ଫରିଦ କରିମ୍, ସେଫାଳି ଶାହା, ଆକାଶ ଖୁରାନାଙ୍କ ଭଳି ଜଣାଶୁଣା କଳାକାମାନଙ୍କର ସହିତ ମୁମ୍ବାଇରେ ଥିଏଟରରେ କାମ କରିଛନ୍ତି । ତାଫ୍ତାରୁ ଅଭିନୟ ଶିକ୍ଷା କରିବା ପାଇଁ ସେ ସୀଡ୍ନି ଯାଇଥିଲେ ।[୩]
ଅଭିନୟ ଜୀବନ
[ସମ୍ପାଦନା]ଅନଂଶା ଜଣେ ଶିଶୁ କଳାକାର ଭାବରେ ସୁଧୀର ମିଶ୍ରଙ୍କ ଖୋୟା ଖୋୟା ଚାନ୍ଦ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୪] ଏହାପରେ, ସେ ଲଭ୍ ସଭ୍ ତେ ଚିକେନ୍ ଖୁରାନାରେ କାମ କରିଥିଲେ ଏବଂ ପରେ, ମିର୍ଜାପୁର ୱେବ୍ ସିରିଜ୍ ଜରିଆରେ ଲୋକଲୋଚନକୁ ଆସିଥିଲେ ।[୫][୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୯ | ରନ୍ | ସମ୍ବାଦ ଉପସ୍ଥାପିକା | |
| ଅନ୍ଧେରୀ | କ୍ଷୁଦ୍ର ଚଳଚ୍ଚିତ୍ର | ||
| ୨୦୧୦ | ବେନୀ ଆଣ୍ଡ୍ ବବ୍ଲୁ[୨] | ||
| ୨୦୧୨ | ଲଭ୍ ସଭ୍ ତେ ଚିକେନ୍ ଖୁରାନା[୭] | ଶାମା ଚାଟାର୍ଜୀ | |
| ୨୦୧୮ | ଆଶ୍ଚର୍ଯ୍ୟଚକିତ | ଲତୀକା | |
| ୨୦୧୯ | ଫ୍ରଡ୍ ସୈୟାଁ | ||
| ୨୦୨୦ | ଟ୍ୟାକ୍ସି ନ. ୨୪ | [୮] | |
| ୨୦୨୪ | ବସ୍ତର: ଦି ନକ୍ସଲ ଷ୍ଟୋରୀ | ହିନ୍ଦୀ କଥାଚିତ୍ର |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୮ | ମାୟା ୨ |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୮ | ମିର୍ଜାପୁର[୨] | ଜରିନା | |
| ୨୦୧୯ | ହଷ୍ଟେଜେସ୍ | ହାଇମା | |
| ୨୦୨୦ | ହଷ୍ଟେଜେସ୍ ୨[୭] | ||
| ମିର୍ଜାପୁର ୨[୨] | ଜରିନା | ||
| ୨୦୨୩ | କାଲା | ମରିୟମ୍ | |
| ୨୦୨୪ | ମିର୍ଜାପୁର ୩[୨] | ଜରିନା |
ଆଧାର
[ସମ୍ପାଦନା]- ↑ "I have known depression closely: 'Mirzapur' actress Anangsha Biswas". The New Indian Express. Retrieved 2020-09-18.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Hostage 2 actress Anangsha Biswas says, 'Ronit Roy is an encyclopedia'". Zee News (in ଇଂରାଜୀ). 2020-09-10. Retrieved 2020-09-18.
- ↑ "Anangsha Biswas: I'm just humbled to be a part of Mirzapur". Glamsham (in ଆମେରିକୀୟ ଇଂରାଜୀ). Retrieved 2020-09-18.
- ↑ "Mirzapur Season 2: Anangsha Biswas All Set To Roar Back As Zarina". The Live Mirror (in ଆମେରିକୀୟ ଇଂରାଜୀ). 2020-03-19. Retrieved 2020-09-18.
- ↑ Davies, Alex (20 December 2018). "Mirzapur cast: Who is Anangsha Biswas? Who Plays Zarina?". Daily Express. Retrieved 2 August 2019.
- ↑ "Lockdown diaries: Mirzapur Actress Anangsha Biswas impresses her fans with Belly Dance". mid-day (in ଇଂରାଜୀ). 2020-05-23. Retrieved 2020-09-18.
- ↑ ୭.୦ ୭.୧ "I always wanted to work with Anangsha Biswas, says Saumitra Singh". National Herald (in ଇଂରାଜୀ). Retrieved 2020-09-18.
- ↑ Adarsh, Taran (25 September 2020). "FILMING BEGINS... #MaheshManjrekar commenced shoot for thriller #TaxiNo24 in #Mumbai... Costars #JagjeetSandhu and #AnangshaBiswas... Directed by Saumitra Singh... Produced by Saviraj Shetty". Twitter.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନଂଶା ବିଶ୍ୱାସ