ଅଜିତ ହେମ୍ବ୍ରମ

ଉଇକିପିଡ଼ିଆ‌ରୁ
ଅଜିତ ହେମ୍ବ୍ରମ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀପଦ୍ମ ଚରଣ ହାଇବୁରୁ
ପର ଅଧିକାରୀବିଜୟ କୁମାର ନାୟକ
ନିର୍ବାଚନ ମଣ୍ଡଳୀକରଞ୍ଜିଆ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1966-02-01)ଫେବୃଆରୀ ୧, ୧୯୬୬
ମୃତ୍ୟୁ୨୯ ଅପ୍ରେଲ ୨୦୧୨(2012-04-29) (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସବିତା ହେମ୍ବ୍ରମ
ବାପା/ବୋଉରଘୁନାଥ ହେମ୍ବ୍ରମ (ବାପା)
ବୃତ୍ତିରାଜନୀତିଜ୍ଞ

ଅଜିତ ହେମ୍ବ୍ରମ (୧ ଫେବୃଆରୀ ୧୯୬୬ - ୨୯ ଅପ୍ରେଲ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଅଜିତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଅଜିତ ହେମ୍ବ୍ରମ ୧୯୬୬ ମସିହାର ଫେବୃଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ହେମ୍ବ୍ରମ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଇଞ୍ଜିନିୟରିଂରେ ଡିପ୍ଲୋମା । ତାଙ୍କ ପତ୍ନୀଙ୍କ ନାମ ସବିତା ହେମ୍ବ୍ରମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅଜିତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଅଜିତ ୨୦୧୨ ମସିହାର ଅପ୍ରେଲ ମାସ ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Ajit Hembram". odishaassembly.nic.in. Odisha Assembly. Retrieved 7 September 2019.