ଅଜିତ ମନୋହର ପାଇ

ଉଇକିପିଡ଼ିଆ‌ରୁ
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରLeft-hand bat
ବୋଲିଂ ପ୍ରକାରRight-arm fast-medium
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 1 35
ମୋଟ ରନ 10 872
ବ୍ୟାଟିଂ ହାର 5.00 24.22
ଶତକ/ଅର୍ଦ୍ଧଶତକ –/– –/5
ସର୍ବାଧିକ ରନ 9 91
ବଲ ସଂଖ୍ୟା 114 4924
ଉଇକେଟ 2 85
ବୋଲିଂ ହାର 15.50 25.21
ଇନିଙ୍ଗସରେ ୫ଟି ଉଇକେଟ 4
ମ୍ୟାଚରେ ୧୦ଟି ଉଇକେଟ 1
ସବୁଠୁ ଭଲ ବୋଲିଂ 2/29 7/42
କ୍ୟାଚ/ଷ୍ଟମ୍ପିଙ୍ଗ –/– 39/–
Source: [୧]

ଅଜିତ ମନୋହର ପାଇ  ଶବଦ ବିଷୟରେ pronunciation (ଜନ୍ମ 28 ଏପ୍ରିଲ 1945 , ବମ୍ବେ )  ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ।  ସେ ଭାରତ ପାଇଁ 1969 ମସିହାରେ ଗୋଟିଏ ଟେଷ୍ଟ ଖେଳିଥିଲେ । 

ପାଇ ଜଣେ ଦ୍ରୁତ ବୋଲର ଥିଲେ ଓ ତଳ ଆଦରରେ ଜଣେ ଉପଯୋଗୀ ବେଟ୍ସ ମେନ ଥିଲେ । ସେ 1968/69 ସିଜନରେ ବମ୍ବେ ପାଇଁ ରଣଜୀ ଟ୍ରଫିରେ ଖେଳିବା ଆରମ୍ଭ କରିଥିଲେ । ସେ ପ୍ରଥମ 3ଟି ମେଚରେ 11ଟି ୱିକେଟ ନେବା ପରେ ପଶ୍ଚିମ ଜୋନ ଦଳ ପାଇଁ ବଛା ହେଇ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । ସେ ସେଥିରେ 25.80[୧] ହାରରେ 129 ରନ ସହ 23ଟି ୱିକେଟ ନେଇଥିଲେ । [୨]

ସେପ୍ଟେମ୍ବର 1969ରେ ସେ ପଶ୍ଚିମ ଜୋନର କେନ୍ଦ୍ର ଜୋନ ସହ ମେଚରେ 7/42 ନେଇଥିଲେ ।[୩] ତାହା ପରେ ସେ ଭାରତୀୟ ଟେଷ୍ଟ ଦଳ ସହ ନିଉଜିଲାଣ୍ଡ ଖେଳିଥିବା ପ୍ରଥମ ଟେଷ୍ଟରେ ଖେଳିଥିଲେ । ସେ ସେଥିରେ 2ଟି ୱିକେଟ ନେଇଥିଲେ ଓ ଭାରତ ଟେଷ୍ଟ ଜିତିଥିଲା ।[୪] କିନ୍ତୁ ଚୟନକର୍ତାମାନେ ଅଳ ରାଉଣ୍ଡର ରୁଷୀ ସୁର୍ତି ଓ ଆବିଦ ଅଲିଙ୍କୁ ଓପନିଂ ବୋଲିଂ ପାଇଁ ବାଛି 2 ୟ ଟେଷ୍ଟରେ ତାଙ୍କୁ ନେଇନଥିଲେ । 

ସେ ଏହା ପରେ ଔ ଦୁଲିପ ଟ୍ରଫି ଖେଳି ନଥିଲେ ମଧ୍ୟ ରଣଜୀ ଟ୍ରଫିରେ ସୌରସ୍ତ୍ର ବିରୁଦ୍ଧରେ ସେ 7 ନମ୍ବରରେ ବ୍ୟାଟିଂ କରି 91 ରଣ କରିଥିଲେ ଓ ତାହା ପରେ 22 ରଣ ଦେଇ 5 ୱିକେଟ ନେଇଥିଲେ । ପରେ ଦ୍ୱିତୀୟ ଇନିଂସରେ 30 ରଣରେ 6 ୱିକେଟ ନେଇ ବମ୍ବେକୁ ବିଜୟୀ କରେଇଥିଲେ । [୫]

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]