ତ୍ରିଲୋଚନପୁର ଉଚ୍ଚବିଦ୍ୟାଳୟ

ଉଇକିପିଡ଼ିଆ‌ରୁ

ତ୍ରିଲୋଚନପୁର ଉଚ୍ଚବିଦ୍ୟାଳୟ ପୁରୀ ଜିଲ୍ଲାର କଣାସ ବ୍ଲକ୍ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତରେ ଅବସ୍ଥିତ।

ପ୍ରତିଷ୍ଠା ଓ ବୈଶିଷ୍ଠ୍ୟ[ସମ୍ପାଦନା]

ଏହି ବିଦ୍ୟାଳୟ ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହା ଶିକ୍ଷା ବିଭାଗ ଅଧିନରେ ଚାଲୁଅଛି। ବିଦ୍ୟାଳୟର ଭାଷା ବିନିମୟର ମାଧ୍ୟମ ଓଡ଼ିଆ ଅଟେ।
            ଏହା ଏକ ସରକାରୀ ବିଦ୍ୟାଳୟ। ବିଦ୍ୟାଳୟରେ ସର୍ବମୋଟ ପାଞ୍ଚଟି ଶ୍ରେଣୀଗୃହ ରହିଛି। ଏଠାରେ ଅଷ୍ଟମଠାରୁ ଦଶମ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇଥାଏ।
ପିଲାମାନଙ୍କୁ ପଢାଇବା ନିମନ୍ତେ ୬ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି।[୧]

ବିଦ୍ୟାଳୟ ଠିକଣା[ସମ୍ପାଦନା]

ଗ୍ରାମ:ତ୍ରିଲୋଚନପୁର
ପୋ.ଅ:ତ୍ରିଲୋଚନପୁର
ଥାନା:କଣାସ
ଜିଲ୍ଲା: ପୁରୀ
ଓଡ଼ିଶା, ପିନ୍-୭୫୨୦୧୫[୨]

ବିଦ୍ୟାଳୟ ବିବରଣୀ[ସମ୍ପାଦନା]

ନାମ-ତ୍ରିଲୋଚନପୁର ଉଚ୍ଚବିଦ୍ୟାଳୟ
ବିଦ୍ୟାଳୟ କୋଡ:୨୧,୧୮୦,୬୧୪,୧୦୨
ପ୍ରତିଷ୍ଠା:୧୯୬୯
ପାଠାଗାର: ଅଛି
ସର୍ବମୋଟ ବହି ସଂଖ୍ୟା: ୩୫୦
ଖେଳପଡିଆ: ଅଛି
ମଧ୍ୟାହ୍ନ ଭୋଜନ:ଅଛି

ଆଧାର[ସମ୍ପାଦନା]

  1. facts, allindia. "ଆଧାର". yes. allindiafacts. Retrieved 4 May 2016.[permanent dead link]
  2. "ଆଧାର". yes. codepin. Retrieved 4 May 2016.