ଉଇକିପିଡ଼ିଆ:ଉଇକି ଟୁଙ୍ଗି ଭୁବନେଶ୍ୱର

ଉଇକିପିଡ଼ିଆ‌ରୁ
ମୁଖ୍ୟ ପୃଷ୍ଠା ଉଇକି କର୍ମଶାଳା/ମେଳଣ/ପର୍ବ ସଦସ୍ୟ ମଣ୍ଡଳୀ ଯୋଗାଯୋଗ ନଥିପତ୍ର/ଶିକ୍ଷଣ ଗ୍ୟାଲେରୀ କାର୍ଯ୍ୟ  Training  
ଫେବୃଆରି ମେଳଣ

ଭୁବନେଶ୍ୱରରେ ଓଡିଆ ଉଇକିପିଡ଼ିଆର ପ୍ରଚାର ପ୍ରସାର ନିମାନ୍ତେ ଏବଂ ଭୁବନେଶ୍ୱରରେ ଉଇକିଆଳିଙ୍କ ଭିତରେ ଉଇକିପିଡି଼ଆ ପ୍ରତି ଆଗ୍ରହ ବଢାଇବା ନିମାନ୍ତେ ଉଇକି ଟୁଙ୍ଗି ଭୁବନେଶ୍ୱର କାର୍ଯ୍ୟରତ ।

ଲକ୍ଷ୍ୟ[ସମ୍ପାଦନା]

  • ଏକ ସହରରେ ରହୁଥିବା ଉଇକିଆଳିଙ୍କୁ ଏକଯୁଟ କରି ଅଧିକରୁ ଅଧିକ କର୍ମଶାଳାମେଳଣର ଆୟୋଜନ ।
  • ଉଇକିଆଳିଙ୍କୁ ବୈଷୟିକ ଓ ଉଇକିପିଡ଼ିଆର ନିୟମାବଳୀ ବାବଦରେ ବିଶଦ ତାଲିମ ପ୍ରଦାନ ।
  • ସ୍ଥାନୀୟ କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ସଙ୍ଗଠନ ମାନଙ୍କରେ କର୍ମଶାଳା ପାଇଁ ଉଦ୍ୟମ ।
  • ଉଇକିପିଡ଼ିଆ ଓ ଉଇକିପାଠାଗାରର ବାର୍ଷିକ ଉତ୍ସବର ଆୟୋଜନ ।

ନୂଆ ଉଇକିଆଳିଙ୍କ ପାଇଁ ଶିକ୍ଷଣ[ସମ୍ପାଦନା]

ଉଇକିପିଡ଼ିଆ ବାବଦରେ କିଛି ଜାଣିବା କଥା: ଓଡ଼ିଆରେ ଟାଇପିଂ, କିବୋର୍ଡ଼ ଲେଆଉଟ ଓ ଉଇକିପିଡ଼ିଆ ସମ୍ପାଦନା । (ପ୍ରିଣ୍ଟ କରିବା ପାଇଁ ଏହି ପୁସ୍ତିକାଟି ବ୍ୟବହାର କରିପାରିବେ)

ଏଠାରେ ଯୋଗ ଦେଉଥିବା ଅନେକ ନୂଆ ଉଇକିଆଳି ଉଇକିପିଡ଼ିଆ କିପରି କାମ କରେ ତା' ବାବଦରେ ହୁଏତ ଭଲ କରି ଜାଣିନଥିବେ । ସେମାନେ ହୁଏତ ଅନେକ ବିଷୟରେ ପାରଙ୍ଗମ ହୋଇଥିବେ । ତେବେ ଉଇକିପିଡ଼ିଆ ବାବଦରେ ମୋଟାମୋଟି ନ ଜାଣିଲେ ଆଗକୁ ଲେଖିବାରେ ବହୁ ଅସୁବିଧା ହେବ । ତେଣୁ ତଳେ କିଛି ଲିଙ୍କ ଦିଆଗଲା । ପ୍ରତିଟି ଲିଙ୍କ ଉଇକିପିଡ଼ିଆର ବିଭିନ୍ନ ବିଭବ ବାବଦରେ ସଂକ୍ଷେପରେ ସୂଚନା ଦେଇଥାଏ । ସେଗୁଡ଼ିକ ଅଲଗା ପୃଷ୍ଠାରେ ଖୋଲି ଦେଖିନେବେ ଆଉ ତା' ପରେ ନୂଆ ପ୍ରସଙ୍ଗ ଲେଖିବା ବା ପୁରୁଣା ପ୍ରସଙ୍ଗ ବଦଳାଇବା ଆରମ୍ଭ କରିବେ ।