ଜୟନଗର ମୁଆଁ

ଉଇକିପିଡ଼ିଆ‌ରୁ
ଜୟନଗର ମୁଆଁ
ଜୟନଗର ମୁଆ ଏକ ଦୋକାନରେ
ଅଞ୍ଚଳ ବା ରାଜ୍ୟଜୟନଗର, ପଶ୍ଚିମ ବଙ୍ଗ
ଆରମ୍ଭtapas sasmal and rajesh sasmal </gallery>[ଆଧାର ଲୋଡ଼ା]
ପରଷିବା ଉତ୍ତାପସାମାନ୍ୟ ତାପମାତ୍ରା
ମୁଖ୍ୟ ଉପାଦାନତାଳ ଗୁଡ଼, ମୁଢ଼ି

ଜୟନଗର ମୁଆଁ (Bengali:জয়নগরের মোয়া) ଏକ ପାର୍ବଣ ଭିତ୍ତିକ/ଋତୁକାଳୀନ ଶୁଖିଲା ଖାଦ୍ୟ ।ଏହା ତାଳ ଗୁଡ଼ ଏବଂ ମୁଢ଼ିରେ ପ୍ରସ୍ତୁତ ହୋଇଥାଏ । ଏହି ନିର୍ଦ୍ଧିଷ୍ଟ ପ୍ରକାର ମୁଆଁ ପଶ୍ଚିମ ବଙ୍ଗର ଭୌଗଳିକ ସଂକେତ ଭାବେ ଭାରତ ସରକାରଙ୍କଠାରେ ପଂଜିକୃତ ହୋଇଛି । ଏହା ବେଙ୍ଗଲୀମାନଙ୍କ ଏକ ପ୍ରିୟ ଖାଦ୍ୟ ଅଟେ । ସ୍ଥାନେସ୍ଥାନେ ଏହା ଶସ୍ତା ଉପାଦାନ ଏବଂ ରସାୟନିକ ଦେଇ ପ୍ରସ୍ତୁତ ହୋଇଥାଏ । [୧] [୨]

ଜୟନଗର ମୁଆଁ ତାଳଗୁଡ଼, ମୁଢ଼ି, କନକଚୁର ଖଇ (ସୁବାସିତ ଚାଉଳରୁ ତିଆରି ମୁଢ଼ି), ଗାଈ ଘିଅ, ଗୁଜୁରାତି, ପୋସ୍ତ ଆଦି ଉପାଦାନରେ ତିଆରି ହୋଇଥାଏ । ତାଳଗୁଡ଼ ଏବଂ କନକଚୁର ଚାଉଳ ଶୀତଦିନେ ଉତ୍ପାଦନ ହେଉଥିବାରୁ ଜୟନଗର ମୁଆଁ ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଉପଲବ୍ଧ ହୋଇଥାଏ ବଙ୍ଗଳାଦେଶର ପ୍ରାୟ ଘରେ ଘରେ ଏଇ ମୁଆଁ ତିଆରି ହୋଇଥାଏ ଆଉ ମଧ୍ୟ ସଉଦା ଦୋକାନମାନଙ୍କରେ ଛୋଟ ଛୋଟ ଜରି ପ୍ୟାକେଟରେ ବର୍ଷ ସାରା ବିକ୍ରୀ ହୋଇଥାଏ । ଜୟନଗରଅଂଚଳରେ ୧୫୦ରୁ ଉର୍ଦ୍ଧ ମୁଆଁ ଦୋକାନୀ ୧୯୨୯ରୁ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି ଦାବି କରନ୍ତି ।[୩][୪]

ଆଧାର[ସମ୍ପାଦନା]

  1. Chakraborty, Monotosh. "Don't go by flavour, it's not Joynagarer moa". The Times of India, 14 January 2013. Retrieved 2013-02-15.
  2. "Special packaging for Joynagar Moa?". Times of India. 2016-02-01. Retrieved 2016-02-03.
  3. Mukherji, Udit Prasanna. "Joynagar moa may be patented". The Times of India, 15 March 2009. Archived from the original on 27 February 2012. Retrieved 8 December 2014.
  4. "Application for registration of a geographical indication by Joynagar Moa Nirmankari Society" (PDF). Retrieved 8 December 2014.