Jump to content

ଚିନି

ଉଇକିପିଡ଼ିଆ‌ରୁ
Closeup of raw (unrefined, unbleached) sugar

ଚିନି - ସାଧାରଣତଃ ଏହାକୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ମିଠା ଅଟେ । ମୁଖ୍ୟତ ଏଥିରେ ଶ୍ୱେତସାର ଥାଏ । ସାଧାରଣ ଚିନିକୁ monosaccharides ବୋଲି କୁହାଯାଏ । ଏଥିରେ glucose ଓ fructose ଥାଏ । ଗ୍ରାନ୍ୟୁଲେଟେଡ ଚିନିକୁ disaccharide କୁହାଯାଏ । ଏଥିରେ maltose ଓ lactose ଥାଏ । ଚିନି ଆଖୁରୁ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଅଧିକ ଆଖୁ ଚାଷ କରାଯାଇଥାଏ ।

୨୦୧୧ରେ ସାରା ବିଶ୍ୱରେ ୧୬୮ ମିଲିୟନ ଟନ ଚିନି ଉତ୍ପାଦନ କରାଯାଇଥିଲା ।ସାଧାରଣ ଜଣେ ମଣିଷ ପ୍ରତି ବର୍ଷରେ ୨୪ କିଲୋ ଚିନି ଖାଇଥାଏ ।

ଇତିହାସ

[ସମ୍ପାଦନା]

ପୂର୍ବ ଯୁଗରୁ ଚିନି ଭାରତରେ ଉତ୍ପାଦନ ହେଉଥିଲା । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଏହା ଅଧିକ ମାତ୍ରାରେ ଉତ୍ପାଦନ କରାଯାଉଥିଲା ।[] ଅଲଗା ଜାତୀୟ ଚିନି ଅଲଗା ଅଲଗା ଯାଗାରୁ ଆସିଥିବାର ନଜିର ରହିଛି ଯେମିତିକି Saccharum barberi ଭାରତରୁ and S. edule and S. officinarum ନିଉ ଗୁଇନେଆରୁ .[][] ପର୍ତ୍ତୁଗିଜମାନେ ୧୫୪୦ ମସିହାରେ ଚିନିକୁ ବ୍ରାଜିଲ ନେଇଯାଇଥିଲେ ।ସେଠାରେ ୮୦୦ ଚିନି କଳ ଥିଲା । ତାହା ଆଗରୁ ୧୫୦୧ ଓ ୧୫୨୦ ଭିତରେ କ୍ୟୁବା,ଜାମାଇକାଠାରେ ବହୁତ ସୁଗାର ମିଲ ହେଇସାରିଥିଲା ।

ରସାୟନ ବିଜ୍ଞାନ

[ସମ୍ପାଦନା]
Sucrose: a disaccharide of glucose (left) and fructose (right), important molecules in the body.

ଚିନିର ଫର୍ମୁଲା ଛାଞ୍ଚ:Chem । glu

  1. ୧.୦ ୧.୧ Kenneth F.Kiple & Kriemhild Conee Ornelas. World history of Food – Sugar. Cambridge University Press. Retrieved 9 January 2012.
  2. Sharpe, Peter (1998). "Sugar Cane: Past and Present". Illinois: Southern Illinois University. Archived from the original on 2011-07-10. Retrieved 2015-10-10.{{cite web}}: CS1 maint: bot: original URL status unknown (link)