ଆଲୋଚନା:ୟୁସୁଫ ପଠାଣ
ଦେଖଣା
ମୋ କିଛି ଜଣ ବନ୍ଧୁ ମାନଙ୍କ କହିବା ଅନୁସାରେ 'ୟୁସୁଫ ପଠାଣ' ପରିବର୍ତ୍ତେ 'ୟୁସୁଫ ପଠାନ' ଲେଖାଯିବା ଉଚିତ । ତେବେ ମୋ ଲେଖାରେ 'ପଠାଣ' ପରିବର୍ତ୍ତେ 'ପଠାନ' ଲେଖିବି କି ? ଏହା 'ପଠାନ୍' ଲେଖାଯାଇପାରିବ କି ??--Subharajit Jena (ମୋ ଆଲୋଚନା) ୧୨:୧୫, ୨୬ ସେପ୍ଟେମ୍ବର ୨୦୧୫ (UTC)
- ଠିକ ଲେଖିଛନ୍ତି । ପଠାଣ ହିଁ ସଠିକ ଓଡ଼ିଆ ଶବ୍ଦ । ଯେମିତିକି ପଠାଣି ସାମନ୍ତ । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୫:୨୫, ୨୬ ସେପ୍ଟେମ୍ବର ୨୦୧୫ (UTC)
Start a discussion about ୟୁସୁଫ ପଠାଣ
Talk pages are where people discuss how to make content on ଉଇକିପିଡ଼ିଆ the best that it can be. You can use this page to start a discussion with others about how to improve ୟୁସୁଫ ପଠାଣ.