ବାଙ୍କି ମୁହାଣ
ଦେଖଣା
ପୂର୍ବେ ଜଗନ୍ନାଥ ମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ଶଙ୍ଖୁଆ ନଦୀର ଏକ ଶାଖା ନଦୀ ଥିଲା । ଏହି ନଦୀ ବଡ଼ଶଙ୍ଖ ପଥରେ ଯାଇ ଚକ୍ରତୀର୍ଥଠାରେ ସାଗର ଗର୍ଭରେ ମିଶିଥିଲା ବର୍ତ୍ତମାନ ଉକ୍ତ ସ୍ଥାନକୁ ବାଙ୍କି ମୁହାଣ କୁହାଯାଉଛି ।[୧] ଏହି ବାଙ୍କୀ ମୁହାଣ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି ।
ଇତିହାସ
[ସମ୍ପାଦନା]ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ କ୍ରମେ ଏହି ସ୍ଥାନରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ପ୍ରଥମ ଦାରୁ ମିଳିଥିଲା ।
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |