ଆଲୋଚନା:ବରୁଣେଇ ମନ୍ଦିର

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମକରଣ[ସମ୍ପାଦନା]

ଶୈଳେଶ, ଲୋକଙ୍କ ନାମରେ ଉପାଧୀ (ସାର, ଡ., କୁମାର, କୁମାରୀ, ଶ୍ରୀଯୁକ୍ତ, ଶ୍ରୀମତୀ, ଆଦି) ରହିବ ନାହିଁ ଓ ମନ୍ଦିର ଆଦିରେ କେବଳ ଦେବଦେନୀଙ୍କ ନାମ ରହିବ । ତେଣୁ "ଶ୍ରୀଜଗନ୍ନାଥ ମନ୍ଦିର" ନ ହୋଇ "ଜଗନ୍ନାଥ ମନ୍ଦିର" ହେବ, "ମା ବରୁଣେଇ" ନ ହୋଇ "ବରୁଣେଇ ମନ୍ଦିର" ହେବ, "ବାବା ଲିଙ୍ଗରାଜ ମନ୍ଦିର" ନ ହୋଇ "ଲିଙ୍ଗରାଜ" ହେବ । ଉଇକିପିଡ଼ିଆ:ନିୟମାବଳୀରୁ ଅଧିକ ଜାଣିପାରିବ । ତେଣୁ ଆଉଥରେ ଏଇଟିକୁ ପୁରୁଣା ନାମକୁ ଘୁଞ୍ଚାଇବାକୁ ଅନୁରୋଧ କରୁଛି । --ସୁଭାସିସ ପାଣିଗାହି ଆଳାପ ୦୧:୪୪, ୧୬ ଜାନୁଆରୀ ୨୦୧୫ (UTC)

  • ଠିକ ଅଛି ଭାଇ। ପ୍ରଥମେ ପୃଷ୍ଟା ଟି ର ନାମ କେବଳ ବରୁଣେଇ ଥିଲା ଏବେ ମୁଁ ଆଉଥରେ ଘୁଞ୍ଚେଇ ଦଉଛି।Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୫:୨୪, ୧୬ ଜାନୁଆରୀ ୨୦୧୫ (UTC)