ବ୍ୟବହାରକାରୀ:Psubhashish/Odia-Wikipedia-Handbook

ଉଇକିପିଡ଼ିଆ‌ରୁ

୨ଟି A4 ଭାଙ୍ଗି ୪ଟି A5 ପୃଷ୍ଠା କରାଯିବ । ମୋଟ ୮ଟି ପୃଷ୍ଠା ନିମ୍ନ ମତେ ସଜାଯିବ ।

ଟାଇପିଂ[ସମ୍ପାଦନା]

Cite[ସମ୍ପାଦନା]

  • ବିନା ଆଧାରରେ ଉଇକିପିଡ଼ିଆ ଲେଖା ଅଧୁରା!
  • ହେଲେ କଣ ଏ ଆଧାର?
  • ଜର୍ଣ୍ଣାଲ, ବହି, ଖବରକାଗଜ, ଜଣାଶୁଣା ୱେବସାଇଟରୁ ତଥ୍ୟ ଆଣି ପରେ ଉଲ୍ଲେଖ କରିବା ହେଲା "ଆଧାର"
  • ଖୋଜା ତଥ୍ୟକୁ ନିଜ ଢଙ୍ଗରେ ଆଉଥରେ ଲେଖିବେ
  • Cite >> Dropdown >> Fill up


ଆରମ୍ଭ (୨୦ ସେକେଣ୍ଡ - ପ୍ରତି ଭିଡ଼ିଓରେ ରହିବ)[ସମ୍ପାଦନା]

କୌଣସି ବିଷୟରେ ଭରସାଯୋଗ୍ୟ ତଥ୍ୟ ଖୋଜିବା ପାଇଁ ଆପଣ କେଉଁଠିକି ଯାଆନ୍ତି?
ଖବରକାଗଜ ନା ବହି ନା ୱେବସାଇଟ?
ଆଗରୁ ଦେଖିନାହାନ୍ତି ଯଦି ଓଡ଼ିଆ ଉଇକିପିଡ଼ିଆ ଉପରେ ଟିକେ ଆଖିପକେଇବେ କି?
ଇଂରାଜୀରେ ଯାହା Wikipedia ଓଡ଼ିଆରେ ସେ ଉଇକିପିଡ଼ିଆ
ଓଡ଼ିଆ ଭାଷାରେ ଏକ ଅନଲାଇନ ଜ୍ଞାନକୋଷ ।
ଏଥିରେ ଗୀତ ଗପ ଭଳି ସୃଜନଶୀଳ ଲେଖା କି ସ୍ଥାନୀୟ ଖବର ନୁହେଁ ବରଂ ରାଜ୍ୟ, ଦେଶ ବା ଆନ୍ତର୍ଜାତୀୟ ସ୍ତରର ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ ବିଶଦ ଭାବେ ଅନେକ ଲେଖା ରହିଛି ।


== ସ୍କ୍ରିପ୍ଟ ==
=== ଉପକ୍ରମ ===
ଆମ ରାଜ୍ୟ, ଦେଶ, ଆମ ଇତିହାସ, ସଂସ୍କୃତି, ପର୍ବପର୍ବାଣୀ, ଜଣାଶୁଣା ବ୍ୟକ୍ତିବିଶେଷ, ସିନେମା, ପର୍ଯ୍ୟଟନ ଓ ଆହୁରି ବିଷୟରେ ଇଣ୍ଟରନେଟରେ ଓଡ଼ିଆରେ ବିଶେଷ କିଛି ଲେଖା ନାହିଁ । ଭାବନ୍ତୁ ତ, ଲେଖାସବୁ ଥିଲେ ଇଣ୍ଟରନେଟରେ ଆଜିକାଲି ସମୟ କାଟୁଥିବା ଲୋକେ କେତେ କଣ ଜାଣିପାରନ୍ତେ, ତା' ବି ଆମ ଭାଷାରେ । ଏସବୁ ବିଷୟରେ ପ୍ରସଙ୍ଗସବୁ ଲେଖିବା ପାଇଁ ଏ ଉଇକିପିଡ଼ିଆ ଅଭିଯାନର ଆରମ୍ଭ । ଓଡ଼ିଆ ସମେତ ଆହୁରି ୨୮୬ଟି ଭାଷାରେ ଏହା ଉପଲବ୍ଧ । ଆସନ୍ତୁ ନାଁ, ଆପଣ ବି ଏଥିରେ ସାମିଲ ହୋଇ ନିଜ ପସନ୍ଦର ବିଷୟରେ ପ୍ରସଙ୍ଗଟିଏ ଲେଖିବେ ।


ଏଥିରେ କଣ ଲେଖିପାରିବେ କଣ ଲେଖିପାରିବେ ନାହିଁ
* ତଥ୍ୟଥିବା ବର୍ଣ୍ଣନାମୂଳକ ଲେଖା
    • ବ୍ୟକ୍ତିବିଶେଷ (କବି, ଲେଖକ, ଅଭିନେତା...)
    • ସ୍ଥାନ
    • ଐତିହାସିକ ବିଷୟ
  • ସଂସ୍କୃତି ଓ ପର୍ବପର୍ବାଣୀ
  • ସିନେମା

  • ଗପ
  • କବିତା
  • ନିଜ ବିଷୟରେ


=== କିପରି ଲେଖିବେ ===

  • ଲେଖିବା ଆଗରୁ ନୂଆ ଖାତାଟିଏ ତିଆରି କରନ୍ତୁ

(ବା ଆଗରୁ ତିଆରି କରିଥିଲେ ଲଗ ଇନ କରନ୍ତୁ)

  • ଲଗ ଇନ କରି ଓଡ଼ିଆରେ ଟାଇପିଙ୍ଗ ସକ୍ରିୟ କରନ୍ତୁ

(ଆଗରୁ ଇନସ୍କ୍ରିପ୍ଟ ବା ଫୋନେଟିକରେ ଟାଇପିଙ୍ଗ ଜାଣିଥିଲେ ତାହା ବାଛନ୍ତୁ, ନହେଲେ "ଲେଖନୀ" ବାଛନ୍ତୁ)

(କେଉଁ ଓଡ଼ିଆ ଅକ୍ଷର ପାଇଁ କେଉଁ ଇଂରାଜୀ ଅକ୍ଷର ଟାଇପ କରିବେ ? ରେ କ୍ଲିକ କରି ଦେଖନ୍ତୁ ---o)

  • ସର୍ଚ ବାରରେ ଟାଇପ କଲେ ଓଡ଼ିଆରେ ଟାଇପ ହେବ
(ଏକା ଅକ୍ଷରରେ ଆରମ୍ଭ ହେଉଥିବା ପ୍ରସଙ୍ଗସବୁର ନାମ ଦେଖାଇବ, ଆଗରୁ ପ୍ରସଙ୍ଗଟି ଥିଲେ ବାଛନ୍ତୁ) (ନହେଲେ ନାଲି ଲିଙ୍କ ଦେଖାଇବ, ତହିଁରେ କ୍ଲିକ କରି ନୂଆ ତିଆରି କରନ୍ତୁ)

[ସମ୍ପାଦନା]ରେ କ୍ଲିକ କରନ୍ତୁ

ପଢ଼ିଦେଖନ୍ତୁ, କିଛି ଭୁଲ ଥିଲେ ସୁଧାରନ୍ତୁ । ଅଧିକ ତଥ୍ୟ ମଧ୍ୟ ଯୋଡ଼ିପାରିବେ ।

ପ୍ରଥମ ପାରାଗ୍ରାଫରେ ପ୍ରସଙ୍ଗ ବାବଦରେ ସଂକ୍ଷେପରେ ଲେଖନ୍ତୁ ।


=== ଆଧାର ===

(ବହି, ଖବରକାଗଜ ଓ ପତ୍ରିକାର ଆଧାରରେ ଲେଖିପାରିବେ । କିନ୍ତୁ, ଲେଖା ସିଧା କପି କରନ୍ତୁ ନାହିଁ, ତଥ୍ୟ ନେଇ ନିଜ ଭାଷାରେ ଲେଖନ୍ତୁ)

(ଯେଉଁ ବହିର ଆଧାରରେ ଲେଖିଲେ ତାହା ଉଲ୍ଲେଖ କରିବା ପାଇଁ Cite ରେ କ୍ଲିକ କରନ୍ତୁ)

(ଏଥିରୁ ସଠିକ ବିକଳ୍ପଟିଏ ବାଛି)

(ଏହି ଘରେ ତଥ୍ୟ ଭରନ୍ତୁ)


<poem>
ଶେଷରେ == ଆଧାର ==
  ଦିଅନ୍ତୁ {{ଆଧାର}}

ତଳକୁ ସ୍କ୍ରୋଲ କରି [ସାଇତିବେ]ରେ କ୍ଲିକ କଲେ ଲେଖାଟି ସାଇତାହେବ ।
ଲେଖାଟି ସାଇତାଗଲା!

ଆଉ କିଛି ଯୋଡ଼ିବେ?[ସମ୍ପାଦନା]

ଆଉ କିଛି ଯୋଡ଼ିବା ପାଇଁ ଆଗପରି [ସମ୍ପାଦନା]ରେ କ୍ଲିକ କରନ୍ତୁ

ସମ୍ପାଦନା କରିବା ବାବଦରେ ଅଧିକ ସୂଚନା ପର ପୃଷ୍ଠାରେ <ଏଡିଟ ଟୁଲବାରର ଉଦାହରଣ ଛବି> ନୋଟେସନ ସହିତ

ଯଦି ଲେଖିବାରେ କିଛି ଅସୁବିଧା ହେଉଛି ଆପଣଙ୍କ ପୃଷ୍ଠା ଉପରେ () ରେ କ୍ଲିକ କରି ଆମକୁ ପଚାରନ୍ତୁ, ନିଶ୍ଚେ ସାହାଯ୍ୟ କରିବୁ ।
ଆମକୁ facebook.com/groups/odiawiki ରେ
ଅଥବା odiawiki@gmailରେ ମେଲ କରି ମଧ୍ୟ ପଚାରିପାରିବେ

ନୋଟ[ସମ୍ପାଦନା]

  • ଟାଇମଲାଇନ ଗୋଟେ ସଭା ପ୍ରଥମେ ଦେବାକୁ ହେବ - ବତାଇବା ପାଇଁ କିପରି ଜଣେ ଉଇକିପିଡ଼ିଆରେ ଭାଗ ନେବ, ଲେଖିବ ଓ ନିଜର ତଥା ଅନ୍ୟମାନଙ୍କ ଲେଖାକୁ ସୁଧାରି ଆମ ଭାଷା ପାଇଁ ଜ୍ଞାନର ଭଣ୍ଡାର ତିଆରିବ
  • ଅଧିକ ରଙ୍ଗର ବ୍ୟବହାର: ଏବେ କେବଳ ଅଳ୍ପ କେତୋଟି ରଙ୍ଗର ବ୍ୟବହାର ହୋଇଛି , ଅଧିକ ରଙ୍ଗ ଓ ଛବିର ବ୍ୟବହାର କଲେ ଭଲ ଦିଶିବ
  • ଓଡ଼ିଆ ଉଇକିପିଡ଼ିଆର କାହାଣୀ ଖୁବ ସଂକ୍ଷେପରେ ଲେଖିବାର ଆବଶ୍ୟକତା ରହିଛି - କାରଣ ହେଲା ଜଣେ ପଢ଼ିବ ଆଉ ପ୍ରକଳ୍ପ (ଉଇକିପିଡ଼ିଆ) ବିଷୟରେ ଜାଣିବ, ହେଲେ ଏଥିରେ ଯେଉଁମାନଙ୍କ ଅବଦାନ ରହିଛି ଆଉ କି କି ମୁଖ୍ୟ କାମ ହୋଇଛି ତା' ବାବଦରେ ନ ଲେଖିଲେ କେମିତି ହେବ?

ଉଇକିପାଠାଗାର[ସମ୍ପାଦନା]

ଆମ ଓଡ଼ିଆ ଭାଷାରେ ବୋଧେ ଲକ୍ଷାଧିକ ବହି ଛପାଯାଇସାରିଥିବ

ତେବେ ଆଜିର ଯୁଗରେ ପାଠକ ଇଣ୍ଟରନେଟରେ ସେସବୁ ପଢ଼ିବେ କିପରି?

ସହଜ ବାଟଟିଏ ହେଲା ଇଣ୍ଟରନେଟରେ ବହି ଛପାଇବା

ଏମିତି ଗୋଟେ ପ୍ରକଳ୍ପ ହେଲା ଉଇକିସୋର୍ସ ବା ଉଇକିପାଠାଗାର

ଏହା ଇଣ୍ଟରନେଟରେ ବିନା ମୂଲ୍ୟରେ ଉପଲବ୍ଧ ଏକ ପାଠାଗାର

ଏଥିରେ ଅନେକ ଓଡ଼ିଆ ବହିର ସ୍କାନ ଛବି ସହିତ ଲେଖା ମଧ୍ୟ ରହିଥାଏ - ଯାହା ଫଳରେ ଆପଣ ସେ ଲେଖାକୁ କପି କରି ଆଉ କେଉଁଠି ବ୍ୟବହାର ମଧ୍ୟ କରିପାରିବେ

ଓଡ଼ିଆ ଉଇକିପାଠାଗାରରେ ଆପଣ ବହିସବୁ ପଢ଼ିପାରିବେ ଆଉ ନିଜେ ମଧ୍ୟ ସ୍କାନ ହୋଇଥିବା ବହିକୁ ଆଉଥରେ ଟାଇପ କରି ଲେଖିପାରିବେ

ଏଥିରେ ଭାଗ ନେବା ପାଇଁ wikisource.org/wiki/Main_Page/Odia ଟାଇପ କରନ୍ତୁ, ବହିଟିଏ ବାଛନ୍ତୁ ଆଉ ପଢ଼ନ୍ତୁ କିମ୍ବା ଟାଇପ ହୋଇନଥିଲେ ଟାଇପ କରିଦିଅନ୍ତୁ ଯାହା ବାକିମାନଙ୍କ ପଢ଼ିବା କାମରେ ଲାଗିବ