ଆଲୋଚନା:ବିଶାଖାପାଟଣା

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବଦଳ ପାଇଁ ଅନୁରୋଧ[ସମ୍ପାଦନା]

ଏହି ପ୍ରସଙ୍ଗର ନାମ ଇଂରାଜୀ/ହିନ୍ଦୀର ଆଧାରରେ ନ ହୋଇ ଓଡ଼ିଆ ପାଠ୍ୟପୁସ୍ତକର ଆଧାରରେ ବିଶାଖାପାଟଣା ହେବା ଉଚିତ । ଓଡ଼ିଆ ଉଇକିପିଡ଼ିଆ ନୂଆ ନୀତି ତିଆରି ନ କରି ଯାହା ମାନକ ଭାବେ ଗ୍ରହଣ କରାଯାଇଛି ତାହାକୁ ଗ୍ରହଣ କରିବ, ଏହା ସବୁ ଉଇକିପିଡ଼ିଆର ନୀତି । ବ୍ୟକ୍ତିଗତ ଭାବେ ମୁଁ ଅନେକ ଥର ଦୂର ଅତୀତରେ ଏହା ଉଲ୍ଲଙ୍ଘନ କଲା ପରେ ଅନ୍ୟମାନଙ୍କଠାରୁ ଶୁଣିଲା ପରେ ଏହା ବୋଧ ହେଲା । :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୫୯, ୨୬ ମଇ ୨୦୧୪ (UTC)

ଓଡ଼ିଆ ପାଠ୍ୟପୁସ୍ତକ ଓ ଓଡ଼ିଆରେ ଅଧିକ ପ୍ରଚଳିତ ନାମ ଅନୁସାରେ ବିଶାଖାପାଟଣା ନାମ ଠିକ ହେବ, ମୁଁ ଇଂରାଜୀ ଓ ହିନ୍ଦୀ ଉଇକିକୁ ଅନୁକରଣ କରିଥିଲି । :( --ଆଦିତ୍ୟ ମହାର (ଆଲୋଚନା) ୦୮:୪୫, ୨୬ ମଇ ୨୦୧୪ (UTC)
 ପ୍ରସଙ୍ଗ ନାମ ବିଶାଖାପାଟଣା କରାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୬, ୨୬ ମଇ ୨୦୧୪ (UTC)