ଛାଞ୍ଚ ଆଲୋଚନା:ORWP10

Page contents not supported in other languages.
ଉଇକିପିଡ଼ିଆ‌ରୁ

ଭାଇ |} ପରେ </div> ଲେଖିବେ । --113.19.213.228 ୧୦:୨୩, ୨୫ ଜାନୁଆରୀ ୨୦୧୪ (UTC)

ଧନ୍ୟବାଦ ଭାଇ ।  :) --
ଆଦିତ୍ୟ ମହାର (ମୋ ଆଲୋଚନା) ୧୦:୩୮, ୨୫ ଜାନୁଆରୀ ୨୦୧୪ (UTC)
  • ଭାଇ ଆପଣ ନିଜେ ମଧ୍ୟ ଠିକ କରିପାରିବେ, ଦୟାକରି ଲଗଇନ କରି ସମ୍ପାଦନା କରନ୍ତୁ । ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୫୭, ୨୫ ଜାନୁଆରୀ ୨୦୧୪ (UTC)
ଆଦିତ୍ୟ ଭାଇ ଟିକିଏ ବଦଳ କରିଛି । ଅନ୍ୟ ମାନେ ବି ଟିକେ ଦେଖିବେ । ଯଦି କିଛି ଭୁଲ ଭଟକା ରହିଯାଇଛି ସଜାଡି ଦେବେ । କେହି ଜଣେ ଏହାକୁ ଉଇକିଆଲିଙ୍କ ଆଲୋଚନାରେ ପୋଷ୍ଟ କରିବାର ଦାଇତ୍ଵ ନିଅନ୍ତୁ । ସମୟ ବହୁତ କମ । --ଶିତିକଣ୍ଠ (ଆଲୋଚନା) ୧୨:୪୫, ୨୫ ଜାନୁଆରୀ ୨୦୧୪ (UTC)
  • ଶିତିଭାଇ .. ଆଉ କାହାକୁ ନ କହି ସମସ୍ତେ ଆଗକୁ ମାଡି ଚାଲ, ତମେ ବର୍ତ୍ତମାନ ଶୁଭାରମ୍ଭ କର ।  :) ଧ୍ୟାନ ଦେବେ ପୁରୁଣା ସଭ୍ୟଙ୍କ ବ୍ୟତୀତ KISS ଆଉ IIMC ଛାତ୍ରଛାତ୍ରୀଙ୍କ ଆଲୋଚନା ପୃଷ୍ଠାରେ ମଧ୍ୟ ସନ୍ଦେଶ ଦେବାକୁ ଭୁଲିବେନି । --ଆଦିତ୍ୟ ମହାର (ମୋ ଆଲୋଚନା) ୧୨:୫୯, ୨୫ ଜାନୁଆରୀ ୨୦୧୪ (UTC)
ଭାଇ {{ORWP10}} ବଦଳରେ {{subst:ORWP10}} ଲେଖନ୍ତୁ । --ଶିତିକଣ୍ଠ (ଆଲୋଚନା) ୧୩:୫୨, ୨୫ ଜାନୁଆରୀ ୨୦୧୪ (UTC)
ଭାଇ ମୋ ମତରେ ଶିରୋନାମା ରହିବା ଠିକ ହେବ ।--ଶିତିକଣ୍ଠ (ଆଲୋଚନା) ୧୩:୫୬, ୨୫ ଜାନୁଆରୀ ୨୦୧୪ (UTC)