କନ୍ଥା
ଦେଖଣା
କନ୍ଥା ଛିଣ୍ଡା ଲୁଗାକୁ ଯୋଡ଼ି ସିଲାଇକରି ତିଆରିକରାଇଥିବା ଏକପ୍ରକାର ଗଦିଜାତୀୟ ବସ୍ତୁ ।[୧] ଓଡ଼ିଶାରେ ସାଧାରଣତଃ ଛିଣ୍ଡା ଶାଢ଼ୀ ଓ ଅନ୍ୟାନ୍ୟ ପୁରୁଣା ଲୁଗାକୁ ଫିଙ୍ଗି ନ ଦେଇ ଗୋଟିଏ ଲୁଗା ଉପରେ ଆଉ ଗୋଟେ ଲୁଗାକୁ ପରସ୍ତ ପରସ୍ତ କରି ପକାଇ କନ୍ଥା ସିଲାଇ କରାଯାଇଥାଏ । ଏହା ଅନେକ ସମୟରେ ଗଦି ଉପରେ ପକାଯାଇଥାଏ । ଛୋଟ ପିଲାମାନଙ୍କୁ ମଧ୍ୟ କନ୍ଥା ଉପରେ ଶୁଆଯାଇଥାଏ ।
ଆଧାର
[ସମ୍ପାଦନା]- ↑ India. Office of the Registrar General. Census of India, 1961: Orissa. Manager of Publications.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |