ଆଲୋଚନା:ଇରାବତୀ କର୍ବେ

Page contents not supported in other languages.
ଉଇକିପିଡ଼ିଆ‌ରୁ

इरावती कर्वे ହିନ୍ଦି ଲେଖା ଅନୁସାରେ . ଇରାୱତୀ କର୍ୱେ‎ ଲେଖାଯାଇଥିଲା । ହିନ୍ଦି 'ବ' ରେ ପେଟ କିଳାଯାଏ । -- Subas Chandra Rout (ମୋ ଆଲୋଚନା) ୧୭:୧୭, ୧୪ ଅକ୍ଟୋବର ୨୦୧୩ (UTC)

ଅନେକ ଜାଗାରେ ହିନ୍ଦୀରେ ୱ ଓ ବ ଲେଖାଯାଏ, ଉଦାହରଣ ସ୍ୱରୂପ ଭୁବନେଶ୍ୱରୀକୁ ହିନ୍ଦୀରେ ଭୁୱନେଶ୍ୱରୀ ଲେଖାଯାଏ, କିନ୍ତୁ ଓଡ଼ିଆରେ ସେମିତି ଲେଖିଲେ ଭୁଲ ହେବ । ସେହିପରି ଏଠାରେ ଏହି ସାଜ୍ଞାଟି ଏକ ମରାଠୀ ନାମ ଓ ହିନ୍ଦୀ ବନାନ ଅନୁସାରେ କର୍ୱେ ନ ହୋଇ ଓଡ଼ିଆ ବନାନ ଅନୁସାରେ କର୍ବେ ହେବ ଓ ଇରାୱତୀ ନ ହୋଇ ଇରାବତୀ ହେବ (ଓଡ଼ିଆ ଭାବବତୀ, ଇଳାବତୀ, ପାର୍ବତୀ ସବୁ ହିନ୍ଦୀ ଅନୁସାରେ ଲେଖିଲେ ଭାୱୱତୀ, ଇଲାୱତୀ, ପାର୍ୱତୀ ହୋଇଯିବେ) :) --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୭:୫୫, ୧୫ ଅକ୍ଟୋବର ୨୦୧୩ (UTC)