ଆଲୋଚନା:କାସ ଅଧିତ୍ୟକା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଅଧିତ୍ୟକା ବଦଳରେ ମାଳଭୂମି ଶବ୍ଦଟି ଅଧିକ ଲୋକପ୍ରିୟ ମନେହୁଏ ।
ref- http://dsalsrv02.uchicago.edu/cgi-bin/philologic/getobject.pl?c.32:6247.praharaj

--ଶିତିକଣ୍ଠ (ଆଲୋଚନା) ୧୮:୫୫, ୨୪ ସେପ୍ଟେମ୍ବର ୨୦୧୩ (UTC)


କାସ ଅଧିତ୍ୟକା ପଶ୍ଚିମଘାଟ ପର୍ବତମାଳା ସଂଲଗ୍ନ ମାଳଭୂମିର ଏକ ଅଂଶବିଶେଷ ମାତ୍ର। ସମ୍ପୂର୍ଣ୍ଣ ମାଳଭୂମିଟି ବହୁତ ବଡ଼। ମାଳଭୂମି ଶବ୍ଦଟି ବ୍ୟାପକ ହୋଇଥିବାରୁ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଦର୍ଶାଇବାପାଇଁ ଅଧିତ୍ୟକା ଅଧିକ ଉପଯୁକ୍ତ ମନେ ହୁଏ। --ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୨:୨୯, ୨୫ ସେପ୍ଟେମ୍ବର ୨୦୧୩ (UTC)

ଠିକ ଅଛି । :) --ଶିତିକଣ୍ଠ (ଆଲୋଚନା) ୧୫:୧୪, ୨୫ ସେପ୍ଟେମ୍ବର ୨୦୧୩ (UTC)