ଏସିଆନ ଗେମ୍ସ
ଦେଖଣା
ଏସିଆନ ଗେମ୍ସ | |
---|---|
Games | |
Sports (details) |
Abbreviation | ଏସିଆଡ଼ |
---|---|
First event | ୧୯୫୧ , ନୂଆ ଦିଲ୍ଲୀ |
Occur every | ପ୍ରତି ୪ ବର୍ଷ |
Last event | ୨୦୧୦ ଏସିଆଡ଼, ଚୀନ |
Purpose | Multi sport event for nations on the Asian continent |
ଏସିଆନ ଗେମ୍ସ ବା ଏସୀୟ କ୍ରୀଡ଼ା ବା ଏସିଆଡ଼ ପ୍ରତି ୪ ବର୍ଷରେ ହେଉଥିବା ଏକ ବୃହତ ଖେଳ ଆୟୋଜନ। ଅଲିମ୍ପିକ ପରେ ଏସିଆଡ଼ ବିଶ୍ୱର ଦ୍ୱିତୀୟ ବୃହତ୍ତମ କ୍ରୀଡ଼ା ଆୟୋଜନ ଭାବେ ଗଣା ଯାଏ। ଅଲିମ୍ପିକ ପରି ଏଥିରେ ବି ବିଭିନ୍ନ ଖେଳର ସ୍ପର୍ଦ୍ଧାରେ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି। ଏସୀୟ କ୍ରୀଡ଼ାରେ କେବଳ ଏସିଆ ମହାଦେଶର ଦେଶମାନେ ଭାଗ ନେଇଥାନ୍ତି। ପ୍ରଥମ ଏସିଆଡ଼ ୧୯୫୧ ମସିହାରେ ନୂଆ ଦିଲ୍ଲୀଠାରେ ଆୟୋଜିତ ହୋଇଥିଲା। ଆରମ୍ଭରୁ ୧୯୭୮ ଯାଏ ଏସୀୟ କ୍ରୀଡା ମହାସଂଘ ଏହାକୁ ଆୟୋଜନ କରୁଥିଲା। ୧୯୭୮ପରଠାରୁ ଏହାର ଆୟୋଜନ ଏସୀୟ ଓଲିମ୍ପିକ ପରିଷଦ କରିଆସୁଛି। ଏହି କ୍ରୀଡା ସମାରୋହ ଅନ୍ତର୍ଜାତିକ ଅଲିମ୍ପିକ ପରଷଦଦ୍ୱାରା ସ୍ୱୀକୃତ।