ମହମ୍ମଦ ବିନ କାସିମ
ଦେଖଣା
ଇମାଦ-ଉଦ୍ଦିନ ମହମ୍ମଦ ବିନ କାସିମ ବିନ ୟୁସୁଫ ସକିଫି | |
---|---|
ଜନ୍ମ | ୩୧ ଡିସେମ୍ବର ୬୯୫ ଆରବର ତାଇଫ |
ମୃତ୍ୟୁ | ୧୮ ଜୁଲାଇ ୭୧୫ |
ମହମ୍ମଦ ବିନ କାସିମ ହେଉଛନ୍ତି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଭାରତର ପ୍ରଥମ ମୁସଲମାନ ଆକ୍ରମଣକାରୀ। ଏ ଖ୍ରୀଷ୍ଟାବ୍ଦ ୭୧୧ରେ ଭାରତ ଆକ୍ରମଣ କରି ସିନ୍ଧୁର ରାଜା ଦହିରଙ୍କୁ ପରାସ୍ତ କରି ଆଲୋର ଓ ବ୍ରହ୍ମଣାବାଦ ଆଦି ନଗରମାନ ଲୁଣ୍ଠନ କରି ସିନ୍ଧୁ ଅଧିକାର କଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କର ବଂଶଧରମାନେ ସୌବୀର ନାମକ କ୍ଷତ୍ରିୟମାନଙ୍କଦ୍ୱାରା ୭୬୦ ଖ୍ରୀଷ୍ଟାବ୍ଦରେ ଭାରତରୁ ବିତାଡ଼ିତ ହେଲେ। [୧]
ସାମ୍ରାଜ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ମହମ୍ମଦ ଟୋଗଲକ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Archived from the original on 2014-04-08. Retrieved 2013-01-26.