Jump to content

ଆଖୁ

ଉଇକିପିଡ଼ିଆ‌ରୁ

ଆଖୁ
Cut sugar cane
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Monocots
ଅଶ୍ରେଣୀକୃତ: Commelinids
ଗଣ: Poales
କୁଳ: Poaceae
ଉପକୁଳ: Panicoideae
ଗୋଷ୍ଠୀ: Andropogoneae
ପ୍ରଜାତି: Saccharum
L.
Selected species

Saccharum arundinaceum
Saccharum bengalense[verification needed]
Saccharum edule
Saccharum munja[verification needed]
Saccharum officinarum
Saccharum procerum
Saccharum ravennae
Saccharum robustum
Saccharum sinense
Saccharum spontaneum

ଆଖୁ ଏକ ତୃଣ ଜାତୀୟ ଏକବୀଜପତ୍ରୀ ଉଦ୍ଭିଦ ଯାହା ଦକ୍ଷିଣ ଏସିଆର କ୍ରାନ୍ତିୟ ମଣ୍ଡଳରୁ ପୃଥିବୀର ଅନ୍ୟାନ୍ୟ ଜାଗାକୁ ବ୍ୟାପିଥିଲା। ଏହାର ଉଚ୍ଚତା ୬ରୁ ୯ ଫୁଟ ଯାଏ ହୁଏ। ଏହାର ପ୍ରାୟ ୩୭ ଟି କିସମ ରହିଛି।

ଉତ୍ପାଦନ

[ସମ୍ପାଦନା]
୨୦୦୯ର ପ୍ରଥମ ଦଶଟି ଆଖୁ ଉତ୍ପାଦନକାରୀ ଦେଶ[]
ଦେଶ ଉତ୍ପାଦନ
(ଟନରେ)
ପାଦଟୀକା
ବ୍ରାଜିଲ 672,157,000
ଭାରତ ଭାରତ 285,029,000
ଚୀନ 116,251,272
ଥାଇଲାଣ୍ଡ 66,816,400
ପାକିସ୍ତାନ 50,045,400
ମେକ୍ସିକୋ 49,492,700
କଲମ୍ବିଆ 38,500,000
ଫିଲିପାଇନସ 32,500,000
ଅଷ୍ଟ୍ରେଲିଆ 30,284,000
ଆର୍ଜେଣ୍ଟିନା 29,000,000
ପୃଥିବୀ 1,743,068,525 ଖ,ହ
ଖ = FAOଙ୍କ ଅନୁମାନ, ହ = ମୋଟାମୋଟି (ଏହା ସରକାରୀ, ଅର୍ଦ୍ଧ ସରକାରୀ ଅନୁମାନ ହୋଇପାରେ)

ସୌଜନ୍ୟ: Food And Agricultural Organization of United Nations: Economic And Social Department: The Statistical Division Archived 2012-06-19 at the Wayback Machine.

ବ୍ରାଜିଲକୁ ପୃଥିବୀର ଗୁଡ଼ ମାଠିଆ କୁହାଯାଏ କାରଣ ଏହା 2010ରେ 719,157,000 ଟନର ଆଖୁ ଉତ୍ପାଦନ କରି ବିଶ୍ୱ ରେକର୍ଡ କରିଥିଲା। [] ଆଖୁ ଉତ୍ପାଦନରେ ଭାରତ ହେଉଛି ପୃଥିବୀରେ ଦ୍ୱିତୀୟ (277,750,000 ଟନ୍) ଓ ଚୀନ ପୃଥିବୀରେ ତୃତୀୟ (111,454,000 ଟନ) ଉତ୍ପାଦନ।

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. ୧.୦ ୧.୧ "Crop production". Food and Agriculture Organization of the United Nations. Archived from the original on 2012-06-19. Retrieved 2010-06-17.

ବାହାର ଆଧାର

[ସମ୍ପାଦନା]

ଶିଳ୍ପ ସଂସ୍ଥା