Jump to content

ଓଡ଼ିଆ କାବ୍ୟ କବିତା

ଉଇକିପିଡ଼ିଆ‌ରୁ

ଓଡ଼ିଆ କାବ୍ୟ କବିତା ନିଜର ଅସ୍ଥିତ୍ୱ । ମହାଭାରତ ଯୁଗରୁ ତଥା ପଞ୍ଚଦଶ ଶତାବ୍ଦୀରୁ ପ୍ରମାଣିତ କରି ସାରିଛି । ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ ବୟସ୍କ ( କାବ୍ୟ, ପୁରାଣ, ଛନ୍ଦ, ଭଜନ, ଚମ୍ପୁ, ଚଉତିଶା) ଆଦି ରଚନା କରା ଯାଇଛି । ସେ ସମୟରେ ରାଜ ଦରବାରରେ ଓ ଲୋକ ନୃତ୍ୟରେ ଏହି କାବ୍ୟ ସବୁ ବ୍ୟବହୃତ ହେଉଥିଲା ।

  • ରାଧାନାଥ ରାୟ (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।
  • ମଧୁ ସୁଦନ ରାଓ(୧୮୫୩-୧୯୧୨),ଗଙ୍ଗାଧର ମେହେର(୧୮୬୨-୧୯୨୪),ନନ୍ଦକିଶୋର ବଳ(୧୮୭୫-୧୯୨୮) ଓ ଫକିର୍ ମୋହନ ସେନାପତି(୧୮୪୩-୧୯୧୮) ଥିଲେ ରାଧାନାଥ ରାୟଙ୍କର ସମକାଳିନ କବି ł ମଧୁ ସୁଦନ ରାଓ ଭଗବାନ ସମ୍ବନ୍ଧିୟ ଓ ଦେଶଭକ୍ତି ବିଷୟରେ ରଚନା କରୁଥିଲେ ł ଗଙ୍ଗାଧର ମେହେରଙ୍କ ରଚନାଗୁଡ଼ିକ ଥିଲା ମହାଭାରତ ଓ ରାମାୟଣରୁ ଅଦ୍ରୁତ ł ତାଙ୍କ ରଚନା ଗୁଡିକରେ ପୁରାତନ ସହିତ୍ୟ ଓ ସଂସ୍କୃତି ମଧ୍ୟ ସ୍ତାନ ପାଇଛି ł ସେ ଥିଲେ ଜଣେ ମହାନ କାରିଗର ł ଫକିର ମୋହନ ସେନାପତି ସାଧାରଣ ଜୀବନ ଯାପନ ବିଷୟରେ ରଚନା କରୁଥିଲେ ł ତାଙ୍କ ରଚନାଗୁଡ଼ିକ ଅତ୍ୟନ୍ତ ସରଳ ଭାଷାରେ ଥିଲା ł
  • ବିଂଶ ଶତାବ୍ଦୀର ପ୍ରଥମ କୋଡିଏ ବର୍ଷରେ ଦେଶାତ୍ମବୋଧକ କବିତା ଲେଖୁଥିବା କବି ମାନ ଙ୍କର ଉତ୍ଥାନ ପ୍ର୍ୟମନ ହୋଇଥିଲା І ଗୋପବନ୍ଧୁ ଦାଶ(୧୮୭୭-୧୯୨୮),ସେ ଆଧୁନିକ ଓଡ଼ିଶାର ପ୍ରତିସ୍ଥତ ତଥା ସତ୍ୟବାଦୀ ଦଳର ପ୍ରମୁଖ ନେତା ଥିଲେ І ସବୁଜ ଦଳ ନାମକ ଏକେ ଦଳ ସତୟବାଦୀ ଦଳକୁ ଅନୁସରଣ କରୁଥିଲା І ଏହି ଦଳ ବଙ୍ଗଲ ଓ ସାହିତ୍ୟ ଭାଷା ସମ୍ଭନ୍ଧରେ ଲେଖୁଥିଲା І ସବୁଜ କବିତାର ରଚନା ଗୁଡିକଥିଲ ନୂତନ ବର୍ଗିୟ ଓ ଜୁବସୁଲଭ І

ଓଡ଼ିଆ କାବ୍ୟ କବିତା ଥିଲା ଅତି ଉଚ୍ଚଶ୍ରେଣୀର І ଏହ ପ୍ରମାଣିତ ହେଇପାରିଥିଲା କି ଓଡ଼ିଆମାନେ କାବୟ କବିତା ରଚନା କରିବାରେ ପାରଦର୍ଶୀ І ମାୟାଧର ମାନସିଂହ (୧୯୦୫-୧୯୭୩),ରାଧାମୋହନ ଗଡନାୟକ,ଗୋଦାବରିଶ ମହାପାତ୍ର(୧୯୦୦-୧୯୩୮), ଅନନ୍ତ ପଟ୍ଟନାୟକ (୧୯୧୦-୧୯୮୮) ଓ ସଚ୍ଚିଦାନନ୍ଦ ରାଉତରାୟ ଏହି ଶତାବ୍ଦୀର ବିଶିଷ୍ଟ କବି ଥିଲେ І