ଲୁଟେଟିଅମ (୧୭୭ଲୁ) ଅକ୍ସୋଡୋଟ୍ରିଓଟାଇଡ
Clinical data | |
---|---|
Trade names | Lutathera |
Synonyms | Lutetium (177Lu) dotatate |
AHFS/Drugs.com | monograph |
data | |
Routes of administration | Intravenous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C65H87LuN14O19S2 |
Molar mass | ୧,୬୦୭.୫୮ g·mol−1 |
3D model (JSmol) | |
| |
|
ଲୁଟେଟିଅମ (୧୭୭ଲୁ) ଅକ୍ସୋଡୋଟ୍ରିଓଟାଇଡ, ବେପାର ନାମ ଲୁଟାଥେରା, ହେଉଛି ଗ୍ୟାଷ୍ଟ୍ରୋଏଣ୍ଟେରୋପାନକ୍ରିଆଟ୍ରିକ ନିଉରୋଏଣ୍ଡୋକ୍ରାଇନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ଯାହା ସୋମାଟୋଷ୍ଟାଟିନ୍ ରିସେପ୍ଟରଗୁଡିକ ପ୍ରକାଶ କରିଥାଏ ।[୪] ୯ ମାସରୁ ୨୮ ମାସ ପର୍ଯ୍ୟନ୍ତ ରୋଗ ସ୍ଥିର ରହିଲେ ଏହା ସମୟକୁ ଉନ୍ନତ ହେଲା ମନେ କରିବା ।[୫] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତରେ କମ୍ ଲିମ୍ଫୋସାଇଟ୍, ଯକୃତ ପ୍ରଦାହ, ରକ୍ତରେ ଅଧିକ ଶର୍କରା, କମ୍ ପୋଟାସିଅମ ଏବଂ ବାନ୍ତି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, କମ ଲୋହିତ ରକ୍ତ କଣିକା ଏବଂ ଥକ୍କାପଣ ହୋଇପାରେ ।[୫] ଏହା ସୋମାଟୋଷ୍ଟାଟିନ୍ ରିସେପ୍ଟର ସହିତ ସଂଲଗ୍ନ ହୋଇ କାମ କରେ ଯାହା ଜୀବକୋଷକୁ ରେଡିଓଆକ୍ଟିଭିଟି ଦେଇଥାଏ ।[୫]
୨୦୧୭ ମସିହାରେ ୟୁରୋପରେ ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ପାଇଁ ଲୁଟେଟିୟମ୍ ( ୧୭୭ ଲୁ) ଅକ୍ସୋଡୋଟ୍ରିଓଟାଇଡ ଅନୁମୋଦନ କରାଯାଇଥିଲା। [୫] [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୫୪,୦୦୦ ଡଲାର ଥିଲେ ।[୬]
ଆଧାର
[ସମ୍ପାଦନା]- ↑ "Lutathera EPAR". European Medicines Agency (EMA). Archived from the original on 11 December 2019. Retrieved 11 December 2019.
- ↑ "Lutathera 370 MBq/mL solution for infusion - Summary of Product Characteristics (SmPC)". (emc). Archived from the original on 9 July 2021. Retrieved 9 July 2021.
- ↑ ୩.୦ ୩.୧ "Lutathera- lutetium lu 177 dotatate injection". DailyMed. 4 May 2020. Archived from the original on 16 November 2020. Retrieved 8 November 2020.
- ↑ ୪.୦ ୪.୧ ୪.୨ "Lutetium Lu 177 Dotatate Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2021. Retrieved 24 November 2021.
- ↑ ୫.୦ ୫.୧ ୫.୨ ୫.୩ "Lutathera". Archived from the original on 11 December 2019. Retrieved 24 November 2021.
- ↑ "Lutathera Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 24 November 2021.