Jump to content

ଆଡାଗ୍ରାସିବ

ଉଇକିପିଡ଼ିଆ‌ରୁ
class= ଆଡାଗ୍ରାସିବ
Names
Trade names Krazati
Other names MRTX-849
  • {(2S)-4-[7-(8-chloronaphthalen-1-yl)-2-{[(2S)-1methylpyrrolidin-2-yl]methoxy}-5,6,7,8tetrahydropyrido[3,4-d]pyrimidin-4-yl]-1-(2-fluoroprop2-enoyl)piperazin-2-yl}acetonitrile
Clinical data
Drug class Antineoplastic agents
Main uses Non-small cell lung cancer (NSCLC)[]
Side effects Diarrhea, nausea, musculoskeletal pain, liver problems, kidney problems, shortness of breath, low potassium, low sodium, low white blood cells, swelling[]
WHO AWaRe
Routes of

use
By mouth
Typical dose 600 mg BID[]
External links
AHFS/Drugs.com Monograph
Legal
License data
  • <abbr class="country-name" title="<nowiki>United States</nowiki>">US DailyMed: Adagrasib
Legal status
  • <abbr class="country-name" title="<nowiki>United States</nowiki>">US: ℞-only
Chemical and physical data
Formula C32H35ClFN7O2
Molar mass 604.13 g·mol−1
3D model (JSmol)
SMILES
  • CN1CCC[C@H]1COC2=NC3=C(CCN(C3)C4=CC=CC5=C4C(=CC=C5)Cl)C(=N2)N6CCN([C@H](C6)CC#N)C(=O)C(=C)F
InChI
  • InChI=1S/C32H35ClFN7O2/c1-21(34)31(42)41-17-16-40(18-23(41)11-13-35)30-25-12-15-39(28-10-4-7-22-6-3-9-26(33)29(22)28)19-27(25)36-32(37-30)43-20-24-8-5-14-38(24)2/h3-4,6-7,9-10,23-24H,1,5,8,11-12,14-20H2,2H3/t23-,24-/m0/s1
  • Key:PEMUGDMSUDYLHU-ZEQRLZLVSA-N

ଆଡାଗ୍ରାସିବ (ଇଂରାଜୀ ଭାଷାରେ Adagrasib), କ୍ରାଜଟି ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟ ରୋଗର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା କେଆରଏଏସ ଜି୧୨ସି (RAS G12C)- ମ୍ୟୁଟେଟଡ ଉନ୍ନତ କର୍କଟ ପାଇଁ ବ୍ୟବହୃତ ହୁଏ ଓ ଯାହା ଅନ୍ୟ ଏକ ଚିକିତ୍ସାରେ ବିଫଳ ହୋଇଛି ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ମାଂସପେଶୀ-ଯନ୍ତ୍ରଣା, ଯକୃତ ସମସ୍ୟା, ବୃକ୍‌କ ସମସ୍ୟା, ଅଣନିଶ୍ୱାସ, କମ୍ ରକ୍ତ ପୋଟାସିଅମ୍, କମ୍ ରକ୍ତ ସୋଡିଅମ୍, କମ୍ ଶ୍ୱେତ ରକ୍ତ କଣିକା ଏବଂ ଫୁଲା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ (QT) ଏବଂ ନିମୋନାଇଟିସ୍ ହୋଇପାରେ ।[] ଏହା ଆରଏଏସ ଜିଟିପେଜ (RAS GTPase) ପରିବାରର ଏକ ପ୍ରତିବନ୍ଧକ ।[]

୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆଡାଗ୍ରାସିବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୨୩୭,୦୦୦ ଡଲାର ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "DailyMed - KRAZATI- adagrasib tablet, coated". dailymed.nlm.nih.gov. Archived from the original on 14 January 2023. Retrieved 12 January 2023."DailyMed - KRAZATI- adagrasib tablet, coated". dailymed.nlm.nih.gov. Archived from the original on 14 January 2023. Retrieved 12 January 2023.
  2. "FDA Approves Rescue Combination Medication for Asthma". Formulary Watch (in ଇଂରାଜୀ). Archived from the original on 14 January 2023. Retrieved 12 January 2023.