Jump to content

ଖସଡ଼ା ପଞ୍ଜରା ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Slipping rib syndrome
Cyriax syndrome, clicking rib, painful rib syndrome, displaced ribs, interchondral subluxation[][]
Illustration of slipping rib syndrome
ବିଭାଗThoracic surgery, sports medicine
ଲକ୍ଷଣPain at the lower aspect of the rib cage with arm movement, leaning over, or coughing[]
କାରଣUnclear[]
ବିପଦ କାରକHypermobility, trauma
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[]
ସଠିକ ରୋଗ ନିର୍ଣ୍ଣୟTietze syndrome, pleurisy, gallstone disease, rib fracture, precordial catch syndrome, xiphodynia[]
ଚିକିତ୍ସାRest, NSAIDs, physical therapy, nerve blocks, surgery[][]
PrognosisGenerally good[]
ପୁନଃପୌନିକUncommon[]

ଖସଡ଼ା ପଞ୍ଜରା ବା ସ୍ଲିପିଙ୍ଗ ରିବ ସିଣ୍ଡ୍ରୋମ ( SRS ) ହେଉଛି ଏକ ଅବସ୍ଥା ଯେଉଁଥିରେ ଗୌଣ ପଞ୍ଜରା ହାଡ଼ ଗତିଶୀଳ ଥାଏ ।[] ଏହାର ଲକ୍ଷଣ ମଧ୍ୟରେ ପିଞ୍ଜରାର ନିମ୍ନ ଭାଗ ବା ପେଟର ଉପର ଭାଗରେ ତୀବ୍ର ଯନ୍ତ୍ରଣା ହୁଏ ଯେତେବେଳେ ବାହୁ ଚଳାଯାଏ, ନଇଁ ପଡ଼ିବା ସମୟରେ ବା କାଶିଲେ ।[] [] ଯନ୍ତ୍ରଣା ପ୍ରାୟଃ ଦୀର୍ଘକାଳୀନ ଅଟେ ।[] ଏହା ଜଟିଳ ହେଲେ ଅବସାଦ ହୋଇପାରେ ।[]

ଏହାର କାରଣ ସ୍ୱାଭାବିକ ଭାରେ ଅସ୍ପଷ୍ଟ ଥାଏ । [] ବିପଦ କାରକଗୁଡ଼ିକ ମଧ୍ୟରେ ଜେନେଟିକ୍ସ ଏବଂ ପୂର୍ବତନ ଆଘାତ ଥାଏ ।[] ଯେଉଁମାନେ ଯୋଗାଯୋଗ କ୍ରୀଡା ଖେଳନ୍ତି ସେମାନେ ଅଧିକ ପ୍ରଭାବିତ ହୁଅନ୍ତିଏହା ଯୋଗୁ ଉପାସ୍ଥି ମଧ୍ୟସ୍ଥ ସ୍ନାୟୁ ଉତ୍ତେଜିତ ହେବା ଦେଖାଯାଏ ।[] [] ଆଙ୍ଗୁଠିରେ ପଞ୍ଜରା ତଳ ପାର୍ଶ୍ୱରେ ଆଙ୍ଗୁଠି ରଖି ବାହାରକୁ ଟାଣିବା ସମୟରେ ଯନ୍ତ୍ରଣା ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ଯଦି ଏହା ଏକ "କ୍ଲିକ୍" ଶବ୍ଦ କରେ, ଗତିଶୀଳ ହୁଏ ତେବେ ଏହି ପରିସ୍ଥିତିକୁ ସନ୍ଦେହ କରାଯାଏ ।[] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ ମଧ୍ୟ ସମର୍ଥିତ ହୋଇପାରେ ।[]

ଚିକିତ୍ସାରେ ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ, ବିଶ୍ରାମ, ଶାରୀରିକ ଚିକିତ୍ସା, ସ୍ନାୟୁ ଅବରୋଧ ଏବଂ ବେଳେବେଳେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[] [] ଫଳାଫଳ ସାଧାରଣଥ ଭଲ ଅଟେ ।[] ଯଦିଓ କିଛି ଅବସ୍ଥା ବର୍ଷ ବର୍ଷ ଧରି ରହିପାରେ ।[]

ଖସଡ଼ା ପଞ୍ଜରା ବା ସ୍ଲିପିଙ୍ଗ୍ ରିବ୍ ସିଣ୍ଡ୍ରୋମ କ୍ୱଚିତ ହୁଏ ଯାହା ଛାତିର ନିମ୍ନ ଭାଗର ବା ଉପର ପେଟର ପ୍ରାୟ ୧ରୁ ୫% ପ୍ରତିନିଧିତ୍ୱ କରେ ।[] [] ଏହାକୁ ବାରମ୍ବାର ଭୁଲ ରୋଗ ନିର୍ଣ୍ଣୟ କରାଯାଏ କିମ୍ବା ଅଣନିର୍ଣ୍ଣୟ କରାଯାଉଥିବା ବିଶ୍ୱାସ କରାଯାଏ ।[] ମଧ୍ୟମ ବୟସ୍କ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ।[] ଏହାକୁ ପ୍ରଥମେ ୧୯୧୯ ମସିହାରେ ଏଡଗାର ଫର୍ଡିନାଣ୍ଡ ସାଇରିଆକ୍ସ (Edgar Ferdinand Cyriax) ବର୍ଣ୍ଣନା କରିଥିଲେ, କିନ୍ତୁ ବର୍ତ୍ତମାନର ନାମ ୧୯୨୨ ମସିହାଠାରୁ ବ୍ୟବହୃତ ହୋଇଥିଲା। [] []

  1. ୧.୦ ୧.୧ ୧.୨ Gregory PL, Biswas AC, Batt ME (2002). "Musculoskeletal Problems of the Chest Wall in Athletes". Sports Medicine (in ଇଂରାଜୀ). 32 (4): 235–50. doi:10.2165/00007256-200232040-00003. ISSN 0112-1642. Archived from the original on 2021-11-10. Retrieved 2021-11-01.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Kaski, Juan Carlos; Eslick, Guy D.; Merz, C. Noel Bairey (20 March 2013). Chest Pain with Normal Coronary Arteries: A Multidisciplinary Approach (in ଇଂରାଜୀ). Springer Science & Business Media. p. 13. ISBN 978-1-4471-4838-8. Archived from the original on 19 January 2023. Retrieved 19 January 2023.
  3. ୩.୦ ୩.୧ ୩.୨ ୩.୩ ୩.୪ Foley Davelaar, CM (1 March 2021). "A Clinical Review of Slipping Rib Syndrome". Current sports medicine reports. 20 (3): 164–168. doi:10.1249/JSR.0000000000000821. PMID 33655998.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Fares, MY; Dimassi, Z; Baydoun, H; Musharrafieh, U (February 2019). "Slipping Rib Syndrome: Solving the Mystery of the Shooting Pain". The American journal of the medical sciences. 357 (2): 168–173. doi:10.1016/j.amjms.2018.10.007. PMID 30509726.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Mott, T; Jones, G; Roman, K (1 July 2021). "Costochondritis: Rapid Evidence Review". American family physician. 104 (1): 73–78. PMID 34264599.
  6. ୬.୦ ୬.୧ ୬.୨ Beltsios ET, Adamou A, Kontou M, Panagiotopoulos N (April 2021). "Surgical Management of the Slipping Rib Syndrome". SN Comprehensive Clinical Medicine (in ଇଂରାଜୀ). 3 (6): 1404–11. doi:10.1007/s42399-021-00886-4. ISSN 2523-8973. Archived from the original on 2021-11-21. Retrieved 2021-11-01.
  7. Turcios, NL (March 2017). "Slipping Rib Syndrome: An elusive diagnosis". Paediatric respiratory reviews. 22: 44–46. doi:10.1016/j.prrv.2016.05.003. PMID 27245407.