Jump to content

ଆଲୋଚନା:ସତ୍ୟ ମିଶ୍ର

Page contents not supported in other languages.
ଉଇକିପିଡ଼ିଆ‌ରୁ

ରଚନାବଳୀ

[ସମ୍ପାଦନା]

@Raj K. Mohapatra (Puri) ଆପଣ ଏ ଓ ଆଉ କେତେକ ପ୍ରସଙ୍ଗର ରଚନାବଳୀ ବିଭାଗରେ ଟେବୁଲ ବ୍ୟବହାର କରିଛନ୍ତି ମୁଁ ଏକ ସାଧାରଣ ତାଲିକା ପାଇଁ ଅନୁରୋଧ କରିବି ୟାର ମୂଳ କାରଣ ଦୁଇଟା: ଉଇକିପିଡ଼ିଆ ଏକ ଏନସାଇକ୍ଲୋପିଡ଼ିଆ ହୋଇଥିବାରୁ ଲେଖା ଶୈଳୀ ଏକପ୍ରକାର ହେଲେ ଲେଖା-ଲେଖା ଭିତରେ ସମାନତା ରହିବ ଦ୍ୱିତୀୟରେ ଆମେ ଅନେକ ସମୟରେ ବଟ ବ୍ୟବହାର କରି ଲେଖା ସଜାଡ଼ୁ ତାଲିକା ବଦଳରେ‌ ଟେବୁଲ ରହିଲେ ହୁଏତ ଅସୁବିଧା ହୋଇପାରେ ରଚନାବଳୀ ତଳ ଶୈଳୀରେ ଲେଖିବାକୁ ଅନୁରୋଧ:

  • ବହିର ନାମ (୧୯୬୦)
  • ବହିର ନାମ (୧୯୬୦, କବିତା)
  • ବହିର ନାମ - ୧ମ ସଂସ୍କରଣ (ମସିହା)
  • ବହିର ନାମ - ୧ମ ସଂସ୍କରଣ (ମସିହା, କବିତା)

Psubhashish (ମୋ ଆଲୋଚନା) ୧୭:୪୧, ୨୫ ଅକ୍ଟୋବର ୨୦୨୪ (IST)[reply]

ଠିକ୍ ଅଛି Raj K. Mohapatra (Puri) (ମୋ ଆଲୋଚନା) ୧୭:୫୬, ୨୫ ଅକ୍ଟୋବର ୨୦୨୪ (IST)[reply]