Jump to content

ଆସମା ହୁସେନ

ଉଇକିପିଡ଼ିଆ‌ରୁ
ଆସମା ହୁସେନ
ଜନ୍ମ
ବୃତ୍ତିଫ୍ୟାଶନ୍ ଡିଜାଇନର୍
ବୈବାହିକ-ସାଥୀ(s)ଅନିସ୍ ଅନସାରୀ, ଆଇଏସ୍
ୱେବସାଇଟhttp://www.asmahussain.in/

ଆସମା ହୁସେନ[] (ଉର୍ଦ୍ଦୁ: عاصمہ حسین, ହିନ୍ଦୀ: अस्मा हुसैन, ଲକ୍ଷ୍ନୌ, ଭାରତରେ ଜନ୍ମ) ଜଣେ ଭାରତୀୟ ଫ୍ୟାଶନ୍ ଡିଜାଇନର୍ ଅଟନ୍ତି ।[]

ହୁସେନ୍ ଏକ ଏନଜିଓ ୟୁଥ୍ ଅପ୍ଲିଫ୍ଟମେଣ୍ଟ୍ ଆଣ୍ଡ ୱେଲଫେୟାର ଆସୋସିଏସନ୍ (YUWA)ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଟନ୍ତି । ଲକ୍ଷ୍ନୌରେ ତାଙ୍କର ଏକ ଡିଜାଇନର୍ ଆଉଟଲେଟ୍ ଆସମା ହୁସେନ୍ ଫ୍ୟାଶନ୍ ହାଉସ୍ (AHFH) ରହିଛି । ଏହି ଅନୁଷ୍ଠାଙ୍କୁ ଭାରତ ସରକାରଙ୍କ ରାଷ୍ଟ୍ରୀୟ ବ୍ୟବସାୟିକ ପ୍ରଶିକ୍ଷଣ ପରିଷଦ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି ।

ବୃତ୍ତି

[ସମ୍ପାଦନା]

ଆସମା ହୁସେନ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ୧୯୯୫ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହାକୁ ଉତ୍ତରପ୍ରଦେଶର ରାଜ୍ୟପାଳ ମୋତିଲାଲ ଭୋରା ଉଦ୍ଘାଟନ କରିଥିଲେ । ଏହା ଏକ ସ୍ୱୟଂଶାସିତ ଏନଜିଓ ଅଟେ ଯାହା ସମାଜ ପଞ୍ଜୀକରଣ ଅଧିନିୟମ ଅନୁଯାୟୀ ପଞ୍ଜିକୃତ ହୋଇଛି ।[] ୧୯୯୭ ମସିହାରେ ଜାହାଙ୍ଗୀରବାଦ୍ ପ୍ୟାଲେସରେ ତାଙ୍କ ଦ୍ୱାରା ଦୁଇ ଦିନିଆ ଫ୍ୟାଶନ୍ ଫେଷ୍ଟିଭାଲ୍ ମଧ୍ୟ ଆୟୋଜିତ ହୋଇଥିଲା । ଲକ୍ଷ୍ନୌ ରେ ତାଙ୍କର ଏକ ଡିଜାଇନର୍ ଆଉଟଲେଟ୍ ଆସମା ହୁସେନ୍ ଫ୍ୟାଶନ୍ ହାଉସ୍ (AHFH) ରହିଛି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଆସମା ହୁସେନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରୁ ନିଜର ଅଧ୍ୟୟନ ଶେଷ କରିଥିଲେ ।[] ସେ ଆଇଏଏସ୍ ଅଧିକାରୀ ଅନିସ୍ ଅନସାରୀଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇ ଝିଅ ଅମିରା ହୁସେନ୍ ଏବଂ ନୈଲା ଅନସାରୀ ଅଛନ୍ତି।[]

  1. Rafique, MohdArshi (20 March 2009). "Lucknow in Lifestyle". The Indian Express.
  2. Bhirani, Radhika (21 March 2009). "Reviving Awadh craft is designer Asma Hussain's mission". Hindustan Times. Archived from the original on 12 May 2014.
  3. "Asma Hussain Institute of Fashion Technology". द न्यूज बॉन्ड. 20 ନଭେମ୍ବର 2009.
  4. "Hussain's mission to revive awadh craft". ज़ी न्यूज़. 21 ମାର୍ଚ୍ଚ 2009.
  5. वाधवा, आकाश (10 अगस्त 2013). "Anis Ansari and wife Asma Hussain's iftari party". द टाइम्स ऑफ़ इण्डिया. {{cite news}}: Check date values in: |date= (help)
  6. "Sab Kuch Bakhoobi Sambhal Sakti hai Maa". जनसंदेश टाइम्स. 11 मई 2014. Archived from the original on 14 मई 2014. Retrieved 26 अक्टूबर 2018. {{cite news}}: Check date values in: |access-date=, |date=, and |archive-date= (help)