Jump to content

ଲୁସୁଟ୍ରୋମ୍ବୋପାଗ

ଉଇକିପିଡ଼ିଆ‌ରୁ
ଲୁସୁଟ୍ରୋମ୍ବୋପାଗ
Clinical data
Pronunciationloo" soo trom' boe pag
Trade namesMulpleta, Mulpleo, Lusutrombopag Shionogi, others
AHFS/Drugs.commonograph
MedlinePlusa618043
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Identifiers
  • (E)-3-[2,6-Dichloro-4-[[4-[3-[(1S)-1-hexoxyethyl]-2-methoxyphenyl]-1,3-thiazol-2-yl]carbamoyl]phenyl]-2-methylprop-2-enoic acid
Chemical and physical data
FormulaC29H32Cl2N2O5S
Molar mass୫୯୧.୫୪ g·mol−1
3D model (JSmol)
  • CCCCCCO[C@@H](C)c1cccc(-c2csc(NC(=O)c3cc(Cl)c(/C=C(\C)C(=O)O)c(Cl)c3)n2)c1OC
  • InChI=1S/C29H32Cl2N2O5S/c1-5-6-7-8-12-38-18(3)20-10-9-11-21(26(20)37-4)25-16-39-29(32-25)33-27(34)19-14-23(30)22(24(31)15-19)13-17(2)28(35)36/h9-11,13-16,18H,5-8,12H2,1-4H3,(H,35,36)(H,32,33,34)/b17-13+/t18-/m0/s1 checkY
  • Key:NOZIJMHMKORZBA-KJCUYJGMSA-N checkY

ଲୁସୁଟ୍ରୋମ୍ବୋପାଗ, (ଇଂରାଜୀ ଭାଷାରେ Lusutrombopag), ଅନ୍ୟମାନଙ୍କ ମଧ୍ୟରେ ମଲପ୍ଲେଟା ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ଯକୃତ ରୋଗ ହେତୁ ରକ୍ତରେ କମ୍ ପ୍ଲାଟେଲେଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅସ୍ତ୍ରୋପଚାର ପୂର୍ବରୁ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ହୁଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଯକୃତ ଶିରା ଥ୍ରୋମ୍ବୋସିସ ଏବଂ ରାସ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ଥ୍ରୋମ୍ବୋପୋଏଟିନ ରିସେପ୍ଟର ଆଗୋନିଷ୍ଟ ଯାହା ପ୍ଲାଟେଲେଟ୍ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।[][]

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ଲୁସୁଟ୍ରୋମ୍ବୋପାଗ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ଏକ ଚିକିତ୍ସା ପର୍ଯ୍ୟାୟରେ ପ୍ରାୟ ୮୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୯୦୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ "Lusutrombopag Monograph for Professionals". Drugs.com (in ଇଂରାଜୀ). Archived from the original on 17 June 2020. Retrieved 24 November 2021.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1080. ISBN 978-0857114105.
  3. ୩.୦ ୩.୧ ୩.୨ "Mulpleo EPAR". European Medicines Agency (EMA). Archived from the original on 17 June 2020. Retrieved 17 June 2020.
  4. "Mulpleta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 April 2021. Retrieved 24 November 2021.