Jump to content

ରିଚା ଭଦ୍ରା

ଉଇକିପିଡ଼ିଆ‌ରୁ
ରିଚା ଭଦ୍ରା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୨ – ଏବେଯାଏଁ

ରିଚା ଭଦ୍ରା ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଜଣେ ଭାରତୀୟ ଅଭିନେତ୍ରୀ ।[] ସେ କମେଡ଼ି ଦୂରଦର୍ଶନ ଡ୍ରାମା ବା ବହୁ ଔର୍ ବେବିରେ ମିତାଲି ଠାକ୍କର ଭୂମିକରେ ଅଭିନୟ ପାଇଁ ଜଣାଶୁଣା ।[] ସେ ଖିଚ୍‌ଡ଼ିଇନ୍‌ଷ୍ଟାଣ୍ଟ ଖିଚ୍‌ଡ଼ିରେ ଚକ୍କି ପାରେଖ ଭାବେ ମଧ୍ୟ ଅଭିନୟ କରିଛନ୍ତି । ମିଷ୍ଟ୍ରେସ୍ ତେନ୍ଦୁଲକର ଧାରାବାହିକରେ ମଧ୍ୟ ସେ କାମ କରିଛନ୍ତି ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ବା ବହୁ ଔର୍ ବେବି
  • ଖିଚ୍‌ଡ଼ି
  • ଇନ୍‌ଷ୍ଟାନ୍ଟ ଖିଚ୍‌ଡ଼ି
  • ମିଷ୍ଟ୍ରେସ୍ ତେନ୍ଦୁଲକର
  1. "Richa Bhadra". Telly Chakkar. 15 July 2014. Archived from the original on 25 December 2018. Retrieved 11 July 2024.
  2. "Baa Bahoo Aur Baby". Series Now. 15 July 2014. Archived from the original on 31 October 2016. Retrieved 11 July 2024.
  3. "Remember Chakki Parekh aka Richa Bhadra from 'Khichdi'? Here's how she looks now". The Times of India. ISSN 0971-8257. Retrieved 2023-07-03.

ବାହାର ଲିଙ୍କ୍

[ସମ୍ପାଦନା]