ଗାନାକ୍ସୋଲୋନ
Clinical data | |
---|---|
Trade names | Ztalmy |
Synonyms | GNX; CCD-1042; 3β-Methyl-5α-pregnan-3α-ol-20-one; 3α-Hydroxy-3β-methyl-5α-pregnan-20-one |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.210.937 |
Chemical and physical data | |
Formula | C22H36O2 |
Molar mass | ୩୩୨.୫୩ g·mol−1 |
3D model (JSmol) | |
| |
| |
(verify) |
ଗାନାକ୍ସୋଲୋନ (ଇଂରାଜୀ ଭାଷାରେ Ganaxolone), Ztalmy ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ସାଇକ୍ଲିନ୍-ନିର୍ଭରଶୀଳ କାଇନେଜ-ପରି ୫ ସିଡିଏକଏଲସି (CDKL5) ଅଭାବ ବ୍ୟାଧି (CDD) ଥିବା ଲୋକଙ୍କ ବାତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅତି କମରେ ୨ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଜ୍ୱର, ଲାଳ ବୃଦ୍ଧି, ଏବଂ ଋତୁକାଳୀନ ଆଲର୍ଜି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଚିନ୍ତାଧାରା ହୋଇପାରେ ।[୧] ଏହା ଏକ ସ୍ନାୟୁ ସକ୍ରିୟ ଗାମା-ଆମିନୋବୁଟାଇରିକ୍ ଏସିଡ୍ (GABA) ସ୍ଟିରଏଡ ଯାହା ଏକ ରିସେପ୍ଟର ପଜିଟିଭ୍ ମଡ୍ୟୁଲେଟର ।[୧]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଗାନାକ୍ସୋଲୋନ ଅନୁମୋଦିତ ହୋଇଥିଲା ।[୧] ଏହା ୟୁରୋପରେ ଏକ ଅନାଥ ଔଷଧ ଏବଂ ୨୦୨୨ ସୁଦ୍ଧା ବ୍ରିଟେନରେ ଅନୁମୋଦିତ ହୋଇନାହିଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ମସିହାରୁ ପ୍ରାୟ ୪.୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହାର ମୂଲ୍ୟ ୧୩୩,୦୦୦ ଡଲାର ଅଟେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "DailyMed - ZTALMY- ganaxolone suspension". dailymed.nlm.nih.gov. Archived from the original on 12 December 2022. Retrieved 11 December 2022.
- ↑ ୨.୦ ୨.୧ "Ganaxolone". SPS - Specialist Pharmacy Service. 17 September 2020. Archived from the original on 25 September 2021. Retrieved 11 December 2022.