ଆକାଶ ଦାଭାଡ଼େ
ଦେଖଣା
ଆକାଶ ଦାଭାଡ଼େ | |
---|---|
ଜନ୍ମ | ନାଗପୁର, ମହାରାଷ୍ଟ୍ର, ଭାରତ | ୮ ମାର୍ଚ୍ଚ ୧୯୮୫
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୯–ଏବେଯାଏଁ |
ଆକାଶ ଦାଭାଡ଼େ (୮ ମାର୍ଚ୍ଚ ୧୯୮୫, ନାଗପୁର, ମହାରାଷ୍ଟ୍ର)[୧] ଜଣେ ଭାରତୀୟ ଅଭିନେତା । ସେ ତାଙ୍କାର ହାସ୍ୟ ଅଭିନୟ, ମୁଖଭଙ୍ଗୀ, ଭାବ, ନୃତ୍ୟ ଶୈଳୀ ଆଦି ଜଣାଶୁଣା । ବିଦୁ ବିନୋଦ ଚୋପ୍ରାଙ୍କଦ୍ୱାରା ନିର୍ମିତ ରାଜେଶ ମହାପୁରଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ଫରାରୀ କି ସାବାରୀରେ ସେ 'ମୋହନ' ଚରିତ୍ର ପାଇଁ ଲୋକପ୍ରିୟତା ହାସଲ କରିଥିଲେ ।[୨] ଅକ୍ଷୟ କୁମାରଙ୍କ ସହ ବସ୍, ରାଜକୁମାର ରାଓଙ୍କ ସହିତ ସ୍ତ୍ରୀ, ଆୟୁଷମାନ ଖୁରାନାଙ୍କ ସହିତ ଆର୍ଟିକଲ୍ ୧୫ ଆଦିରେ ସେ କାମ କରିଛନ୍ତି । ଇମ୍ରାନ ଖାନ, ଇରଫାନ ଖାନ, ବିଦ୍ୟା ବଲାନ ଆଦି ଜଣାଶୁଣା ଅଭିନେତାମାନଙ୍କ ସହ ବିଭିନ୍ନ ବିଜ୍ଞାପନରେ ସେ କାମ କରିଛନ୍ତି ।[୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା |
---|---|---|
୨୦୦୯ | ୩ ଇଡିଅଟସ୍ | ଇଞ୍ଜିନିୟରିଂ ଛାତ୍ର |
୨୦୧୨ | ଫରାରୀ କି ସବାରି | ମୋହନ |
୨୦୧୩ | ବସ୍ [୪] | ବିଶାଲ୍ |
୨୦୧୫ | ବାଙ୍ଗିସ୍ତାନ | ସାନିଚାରା |
୨୦୧୬ | ୭ ଆୱାର୍ସ୍ ଟୁ ଗୋ | ଇନ୍ସପେକ୍ଟର ଘୋରପଡ଼େ |
ଶିବାୟ | ଭାରତୀୟ ପାହାଡ଼ ଚଢ଼ାଳୀ | |
୨୦୧୮ | ବା ବା ବ୍ଲାକ୍ ସିପ୍ | ଫିକ୍ସର୍ |
ସ୍ତ୍ରୀ | ନରେନ୍ଦ୍ର | |
୨୦୧୯ | ଆର୍ଟିକଲ୍ ୧୫ | ସତ୍ୟେନ୍ଦ୍ର |
୨୦୨୦ | ବାବୁ ବ୍ୟାଚେଲର୍ | ଛୋଟେ |
୨୦୧୯ | ହାଉସଫୁଲ୍ ୪[୫] | ହ୍ୟାରିଙ୍କ ବନ୍ଧୁ |
ପେନାଲ୍ଟି[୬] | ଜୁଗାଡ଼ୁ ବା ଚନ୍ଦନ |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଓଟିଟି |
---|---|---|---|
୨୦୨୦ | ଶୁକ୍ରାଣୁ | ଭାନୁ | ଜୀ୫[୭] |
୨୦୨୦ | ମସ୍ତ୍ରାମ୍ | ଗୋପାଳ | ଏମ୍ ଏକ୍ସ ପ୍ଲେୟାର୍ |
୨୦୨୦ | ଲୁଟ୍ କେସ୍ | ଗ୍ରାଜୁଏଟ୍ | ଡିଜ୍ନି+ ହଟ୍ଷ୍ଟାର୍ |
୨୦୨୨ | ଦ ଗ୍ରେଟ୍ ୱେଡିଂ ଅଫ୍ ମୁନ୍ନେସ୍ | ସୁରେଶ | ଭୁଟ୍ |
ଆଧାର
[ସମ୍ପାଦନା]- ↑ Media Hindustan. "Aakash Dabhade actor's five best performances in Bollywood". mediahindustan.com.
- ↑ CineTalkers. "Aakash Dabhade feels fortunate to work with Aayushmann Khurrana". cinetalkers.com.
- ↑ "Aakash Dabhade says Metro is a boon for lucknowites". The Times of India.
- ↑ "Akshay Kumar offered me meaty role Boss without any audition that gave me identity". ibtimes.co.in.
- ↑ SpotboyE. "Akshay Kumar's Houseful 4 marks Aakash Dabhade's third venture with the superstar". spotboye.com.
- ↑ "Penalty IMDB Page".
- ↑ Shukranu on Zee5
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ Aakash Dabhade