ରାମଜୀ ଗୁଲାଟି
ଦେଖଣା
ରାମଜୀ ଗୁଲାଟି | |
---|---|
Background information | |
ଶୈଳୀ |
|
ପେଷା |
|
ଲେବଲ | ଇଉନାଇଟେଡ୍ ୱାଇଟ୍ ଫ୍ଲାଗ୍ |
ରାମଜୀ ଗୁଲାଟି ଜଣେ ଭାରତୀୟ କଣ୍ଠଶିଳ୍ପୀ ଏବଂ ମ୍ୟୁଜିକ୍ ପ୍ରଡ୍ୟୁସର୍ । ସେ ମୁଖ୍ୟତଃ ପଞ୍ଜାବୀ ଓ ହିନ୍ଦୀ ଭାଷାର ଗୀତ ଗାଇଥାନ୍ତି ।
ପେଷା
[ସମ୍ପାଦନା]୨୦୨୦ ମସିହାରେ ସେ ତାଙ୍କ ଗୀତ ଲକ୍ ଦି କସମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସିଦ୍ଧାର୍ଥ ନିଗମ ଓ ଅବନୀତ କୌର ଅଭିନୟ କରିଥିଲେ ଏବଂ ଜାନୁଆରୀ ୨୦୨୩ ସୁଦ୍ଧା ୮ କୋଟିରୁ ଅଧିକ ଲୋକ ଏହାକୁ ଦେଖିଥିଲେ ।[୧]
ତାଙ୍କ ଗୀତଗୁଡ଼ିକରେ ଜନ୍ନତ ଜୁବିର ରହମାନି ଏବଂ ଫେଜୁ ଆଦି ଅଭିନୟ କରିଛନ୍ତି ।[୨][୩][୪]
ପୁରସ୍କାର
[ସମ୍ପାଦନା]ତାଙ୍କ ଆଲବମ୍ ୟୁଡବ୍ଲୁଏଫ୍ ଭଲ୍ୟୁମ୍ ୧କୁ ଲୋକପ୍ରିୟ ଅଲବମ୍ ଭାବରେ ୨୦୧୦ ମସିହାରେ ଗ୍ଲୋବାଲ୍ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ଆୱାର୍ଡ଼ସଦ୍ୱାରା ମନୋନୀତ କରାଯାଇଥିଲା ।[୫]
ଗୀତ ତାଲିକା
[ସମ୍ପାଦନା]- ତେରେ ବିନ୍ କିଭେ
- ଇସ୍କ ଫର୍ଜି
- ନଜର ନା ଲଗ୍ ଜାଏ
- ଫ୍ରୁଟି ଲଗଦି ହୈ
- ଓନ୍ ମାଇଁ ୱେ
- ବତ୍ତିୟାଁ ବୁଝାଦୋ
- ଲକ୍ ଦି କସମ୍
- କାଲି ମେରି ଗାଡ୍ଡି
- ରୋନା ଲିଖା ଥା
- ମରଦା ସାରା ଇଣ୍ଡିଆ
- ମରଦା ଛୋଡ଼ ଗୟା
- ରୋଭାନ ଲୟି
- କ୍ୟାରମ୍ କି ରାନୀ
ଆଧାର
[ସମ୍ପାଦନା]- ↑ Luck Di Kasam Video | Ramji Gulati | Avneet Kaur | Siddharth Nigam | Vikram Nagi | Mack | T-Series (in ଇଂରାଜୀ), retrieved 2021-07-09
- ↑ Team, Editorial (10 June 2019). "TikTok Star Faisu and Jannat Zubair Rahmani's music video 'Tere Bin Kive' is out and they look mesmerizing". IWMBuzz. Retrieved 11 December 2019.
- ↑ "New video song tere bin kive". The Times of India. 10 June 2019. Retrieved 12 June 2019.
- ↑ "Watch New Hindi Trending Song Music Video - 'Carrom Ki Rani' Sung By Ramji Gulati Featuring Jannat Zubair And Mr. Faisu". Times Of India. 15 February 2021. Retrieved 17 February 2021.
- ↑ Awards, Gima. "List of awards and nominations in Gima awars in 2010". Radio and Music. Gima awards.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାମଜୀ ଗୁଲାଟି
- ଇନଷ୍ଟାଗ୍ରାମରେ ରାମଜୀ ଗୁଲାଟି