ରାବଣ (ତାମିଲ କଥାଚିତ୍ର)
ରାବଣ ( ଇଂରେଜୀରେ Ravana ) ୨୦୧୦ରେ ନିର୍ମିତ ଏକ ମୂଳ ତାମିଲ୍ ଫିଲ୍ମ ଯାହାକି ପୁରାଣ ବର୍ଣିତ ରାବଣର ଚରିତ୍ରର ଗୁଣଭିତ୍ତିକ ଆଧାରରେ ନିର୍ମିତ ଏକ ସ୍ୱତନ୍ତ୍ର ସ୍ୱାଦର ଫିଲ୍ମ । ଏହା ଏକା ସାଙ୍ଗରେ ତାମିଲ ଟ ହିନ୍ଦୀରେ ନିର୍ମିତ ହେଇଥିଲା । ଯଦିଓ ହିନ୍ଦୀରେ ଏହି ଫିଲ୍ମକୁ ରାବଣ କୁହାଯାଉଥିଲା , ତାମିଲରେ ଏହାର ନାମ ମଧ୍ୟ ରାବଣ ଥିଲା । ପରେ ଏହା ତେଲୁଗୁ ଭାଷାରେ ମଧ୍ୟ Villian ନାମରେ ନିର୍ମିତ ହେଲା । ତିନୋଟି ଭାଷାର ଫିଲ୍ମ ଏକସଙ୍ଗରେ ରିଲିଜ ହେଇଥିଲା । ମୁଖ୍ୟ ଭୂମିକାରେ ବିକ୍ରମ , ଏଇସଜ୍ଯା ରାୟ ବଚନ , ଓ ପୃଥୀରାଜ ଅଭିନୟ କରିଥିଲେ । ଏହି ଫିଲ୍ମ ଟିକୁ ପୁରସ୍କାର ପ୍ରାପ୍ତ ନିର୍ମାତା, ନିର୍ଦ୍ଦେଶକ ,ଲେଖକ ମଣିରତ୍ନମ ନିର୍ମାଣ କରିଥିଲେ ।
ରାମାୟଣର ରାବଣ ଓ ଫିଲ୍ମ ରାବଣର କାହାଣୀର ତଥ୍ୟରେ ସମାନତା ପୁରାଣ ଯୁଗରେ ରାବଣ ରାମଙ୍କ ପତ୍ନୀଙ୍କୁ ଅପହରାନ କରି ନେଇ ପ୍ରତିଶୋଧ ନେବାର ଦୃଷ୍ଟାନ୍ତ ପାରି ଏଥିରେ ମଧ୍ୟ ମୁଖ୍ୟ ଅଭିନେତା , ଯିଏ କି ଜଣେ ଦୁର୍ଦ୍ଧଶ ପୋଲିସ ଅଫିସର ଭୂମିକାରେ ଅପରାଧୀ ତଥା ମାଫିଆ ନେତାଙ୍କ ସହ ସଙ୍ଗର୍ଷ ରତ ଥିଲେ ଓ ଅପରାଧୀ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇ ପୋଇସ ଅଫିସରଙ୍କ ଉପରେ ଚାପ ପକେଇବାକୁ ସତତ ଉଦ୍ୟମ କରିଥିଲା ।
ନିର୍ମାଣ ହେବା ଆଗରୁ ହିଁ ଚଳଚ୍ଚିତ୍ରଟି ସମାଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ,ମଣିରତ୍ନମଙ୍କ ପରି ପ୍ରତିଷ୍ଠିତ ନିର୍ମାତା / ନିର୍ଦ୍ଦେଶକ ଏହି ଧାରାବାହିକତାରୁ ବାହାରି ନୂଆ ପ୍ରକାର କାହାଣୀ ନେଇ ଆରମ୍ଭ କଲା ବେଳକୁ । କେଆର୍ଲ , ତାମିଲନାଡୁଠାରୁ ଅରନ୍ଭ କରି ଭାରତର ବିଭିନ୍ନ ସ୍ଥାନରେ ଏହାର ନିର୍ମାଣ ପାଇଁ ଲୋକେସନ ବ୍ୟବହାର କରା ଯାଇଥିଲା।ଏକ ନୂତନ ଢଙର କାହାଣୀ , ଗତିଶୀଳ ଘଟଣା ବଳି , ଓ ସୁନ୍ଦର ନିର୍ଦ୍ଦେଶନା ପାଇଁ ଏହି ଚିତ୍ର ବାଣିଜ୍ୟିକ ଦୃଷ୍ଟିକୋଣରୁ ମଧ୍ୟ ଖୁବ ଭଲ ବ୍ୟବସାୟ କରିଥିଲା ।
ଚରିତ୍ରାଭିନୟ ଓ ପୌରାଣିକ ରବଣ କଥାର ପ୍ରତିପକ୍ଷ ଚରିତ୍ର ସବୁ
[ସମ୍ପାଦନା]Actors in the Tamil version | Role | Based on the Character | Actors in the Hindi version |
---|---|---|---|
Vikram | Veeraiya 'Veera' | Ravana | Abhishek Bachchan |
Aishwarya Rai | Ragini | Sita | Aishwarya Rai Bachchan |
Prithviraj | Dev Prakash | Rama | Vikram |
Karthik | Gnanaprakasam | Hanuman | Govinda |
Prabhu | Singarasu | Kumbhakarna | Ravi Kishan |
Priyamani | Vennila | Surpanakha | Priyamani |
Munna | Sakkara | Vibhishana | Ajay Gehi |
John Vijay | Hemanth Shankar | Lakshmana | Nikhil Dwivedi |
Casting
[ସମ୍ପାଦନା]ଅନ୍ତର୍ଜାତିକ ଫିଲ୍ମ ମହୋତଶବରେ ରାବଣ
[ସମ୍ପାଦନା]୬୭ ଭେନିସ ଫିଲ୍ମ ଉତ୍ଶବରେ ପ୍ରଦର୍ଶିତ ହେଇଥିବା ରାବଣ କୁ ଖୁବ ପ୍ରଶଂସିତ ମତାମତ ମିଳିଥିଲା ସମାଲୋଚକମାନଙ୍କ ମହଲରୁ । ସେଠାରେ ତାଙ୍କର କୃତି ପାଇଁ ନିର୍ମାତା/ ନିର୍ଦ୍ଦେଶକ ମଣିରନତମ ପୁରସ୍କୃତ ହେଇଥିଲେ । ବୁସନ ଅନ୍ତର୍ଜାତିକ ଫିଲ୍ମ ମେଳାରେ ମଧ୍ୟ ଏହା ପ୍ରଦର୍ଶିତ ହେଇ ପୁରସ୍କୃତ ହେଇଥିଲା ବିଦେଶୀ ଭାଷା ଫିଲ୍ମ ଭାବରେ । ସାନ ଫ୍ରାନସିକକୋ ଉତ୍ଶାବରେ ମଧ୍ୟ ରାବଣ ପ୍ରଦର୍ଶିତ ହେଇଥିଲା ।
ବିବାଦ
[ସମ୍ପାଦନା]କର୍ଣାଟକରେ ପ୍ରଦର୍ଶିତ ହେଲା ବେଳେ ଉଭୟ ଭାଷାର ଫିଲ୍ମ ଏକ ସଙ୍ଗେ ବିଭିନ୍ନ ଥିଏଟରରେ ପ୍ରଦର୍ଶନ ହେବାରୁ ଫିଲ୍ମ ମହଲରେ ତାକୁ ନେଇ ବିବାଦ ଉଠି ତାହାର ପ୍ରଦର୍ଶନ ବ୍ୱାନ୍ଧ ହେଇଯାଇଥିଲା ।
ଲୋକମତ
[ସମ୍ପାଦନା]ସମାଲୋଚନାତ୍ମକ ଦୃଷ୍ଟିକୋଣ
[ସମ୍ପାଦନା]ରାମାୟଣର ସମସ୍ତ ମୁଖ୍ୟ ଚରିତ୍ରକୁ ଆଧୁନିକ ରୂପ ଦେଇ ଅବତାରଣା କରାଯାଇଥିବାରୁ , କିଛି ସମାଲୋଚକ ତଥା ବିଦ୍ୱାନ ଏହାକୁ ପସନ୍ଧ କରି ନ ଥିଲେ । କିନ୍ତୁ ଚିତ୍ରରେ ସିତାଙ୍କ ନୂତନ ଅବତାର ଭୁମୁକାରେ ଆସିଥିବାଏଈଶ୍ୱର୍ଜାର୍ୟା ରାୟଙ୍କ ଅଭିନୟ ଖୁବ ଜୀବନ୍ତ ହେଇଥିବାର ସମସ୍ତେ ସ୍ୱୀକାର କରିଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ରାବଣ ଅନ୍ତର୍ଜାତିକ ସ୍ତରରେ ଭାରତୀୟ ଭାଷାରେ ହେଇଥିଲେ ଭି ଅନେକ ପୁରସ୍କାର ଓ ମନୋନୟନ ହାସଲ କରିଥିଲା । ଏହାକୁ ଏକ ଅନବଦ୍ୟ ଫିଲ୍ମ ହିସାବରେ ଗ୍ରହଣ କରାଯାଇ ତାକୁ ଦୃଷ୍ଟାନ୍ତ ହିସାବରେ ଫିଲ୍ମ ମିଉଜିଅମ ରେ ମଧ୍ୟ ସ୍ଥାନିତ କରାଯାଇଛି ।
- 58th Filmfare Awards South[୧]
- Won – Filmfare Best Actor Award – Vikram[୨]
- Won – Filmfare Best Male Playback Singer – Karthik
- Nominated – Filmfare Best Actress Award – Aishwarya Rai
- Nominated – Filmfare Best Supporting Actor Award – Prithviraj Sukumaran
- 5th Vijay Awards
- Won – Best Actor Award – Vikram
- Nominated – Best Actress Award – Aishwarya Rai
- Nominated – Best Cinematographer – Santhosh Sivan
- Nominated – Best Male Playback Singer – Karthik
- Nominated – Best Female Playback Singer – Anuradha Sriram
- Nominated – Favorite Director – Mani Ratnam
- Nominated – Favorite Actress – Aishwarya Rai
Music
[ସମ୍ପାଦନା]References
[ସମ୍ପାଦନା]- ↑ "Vedam wins big at Filmfare Awards (South) 2011". Rediff. 4 July 2011. Retrieved 30 October 2013.
{{cite news}}
: More than one of|accessdate=
and|access-date=
specified (help) - ↑ "Mani sir, I owe you one". The Times of India. TNN. 4 July 2011. Archived from the original on 21 September 2012. Retrieved 30 October 2013.
{{cite news}}
: More than one of|accessdate=
and|access-date=
specified (help)