ଫାରଜାନା ରିକ୍ତା
ଫାରଜାନା ରିକ୍ତା | |
---|---|
ফারজানা রিক্তা | |
ଜନ୍ମ | ଫାରଜାନା ରିକ୍ତା ଜାଶୋର, ଖୁଲନା, ବାଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷାନୁଷ୍ଠାନ | ଜଗନ୍ନାଥ ବିଶ୍ୱବିଦ୍ୟାଳୟ |
ପିତାମାତା |
|
ଫାରଜାନା ରିକ୍ତା ଜଣେ ବାଂଲାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା ଯିଏକି ଦୂରଦର୍ଶନ ବିଜ୍ଞାପନ, ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଛନ୍ତି ।[୧]
ଜୀବନୀ
[ସମ୍ପାଦନା]ଫାରଜାନା ରିକ୍ତା ହେଉଛନ୍ତି ନଜରୁଲ୍ ଇସଲାମ ଏବଂ ମହଫୁଜା ଇସଲାମଙ୍କର ଝିଅ, ଯିଏକି ବଙ୍ଗଳାଦେଶର ଜାଶୋର ଜିଲ୍ଲାର ଜନ୍ମଗ୍ରହଣ କରିଥିଲେ ।[୨] ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି ।[୩][୪]
ତାଙ୍କର ଏକ ଦୂରଦର୍ଶନ ବିଜ୍ଞାପନ ଜରିଆରେ ବୃତ୍ତିଗତ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବିଜ୍ଞାପନର ନିର୍ଦ୍ଦେଶନା ଦେଇଥିଲେ ଅମିତାଭ ରେଜା ।[୧][୩] ୨୦୧୫ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ (ଧଲିଉଡ଼) ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କାର୍ଟୁଜ, ଯାହାର ନିର୍ଦ୍ଦେଶନା ଦେଇଥିଲେ ବାପାରାଜ ।[୫][୬][୭] ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଏକତୋରେର୍ ନିଶାନ୍ ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା[୧] ଏବଂ ତୃତୀୟ ଚଳଚ୍ଚିତ୍ର ଅଲଟା ବାନୁ ୨୦୧୮ ମସିହାରେ ମୁକ୍ତିଲାଭ କରିଥିଲା ।[୮][୯]
ରିକ୍ତା କଥାଚିତ୍ର ସହିତ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି । ସେ ବାଂଲାଭିଜନ ଏବଂ ଗାଜି ଟିଭି ପାଇଁ ଜଣେ ଦୂରଦର୍ଶନ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର |
---|---|
୨୦୧୫ | କାର୍ଟୁଜ୍ |
୨୦୧୬ | ଏକତୋରେର୍ ନିଶାନ୍ |
୨୦୧୮ | ଅଲଟା ବାନୁ |
ଅଭିନୀତ ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]- ଡନ୍[୧୦]
- ଜଲେ ଭେଜା ରଙ୍ଗ
- ବ୍ୟାଚଲର୍ ଡଟ୍ କମ୍
- ଦୁଲାଭାଇ ଜିନ୍ଦବାଦ
- ଟକ୍ ଅଫ୍ ଦ ଟାଉନ୍
- ଛୋଟ ବୋଉ
- କ୍ୟାଟ୍ ହାଉସ୍
- ବାପ୍ ବେଟା ୪୨୦[୧୧]
- ବିଦେଶ ବାବୁ
- ଲାଲ୍ କାର୍ଡ଼
ଅଭିନୀତ ଦୂରଦର୍ଶନ ବିଜ୍ଞାପନ
[ସମ୍ପାଦନା]- ଗ୍ରାମୀଣଫୋନ କଲର୍ ଟ୍ୟୁନ୍
- ଆର୍ଏଫ୍ଏଲ୍ ଚେୟାର
- ଆର୍ଏଫ୍ଏଲ୍ ଫିଟିଂ ପାଇପ୍
- ପ୍ରାନ୍ ଗ୍ରୀନ୍ ଚିଲି ସସ୍
- ଗ୍ରାମୀଣଫୋନ କନ୍ଫ୍ୟୁଜ୍
- ସର୍ଫ୍ ଏକ୍ସେଲ୍
- ବାଂଲାଦେଶ ମେଲାମାଇନ୍
- ପ୍ରାଣ ଫ୍ରୁଟୋ ଜୁସ୍
- ଜୁଇ ନଡ଼ିଆ ତେଲ
- ରେଗୁଲାର ଫର୍ଣ୍ଣିଚର
- ଏୟାରଟେଲ
ଦୂରଦର୍ଶନ କାର୍ଯ୍ୟକ୍ରମ ଉପସ୍ଥାପନା
[ସମ୍ପାଦନା]- ଷ୍ଟାର୍ ୱାର୍ଡ (ବାଂଲାଭିଜନ୍)
- ଏଫ୍ଏନ୍ଏଫ୍ ଜର୍ଣ୍ଣି (ଗାଜି ଟିଭି)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ এই ভিজে মেঘের দুপুরে. Samakal (in Bengali). 26 April 2018. Archived from the original on 6 December 2018. Retrieved 19 September 2019.
- ↑ এবার বানু চরিত্রে. The Daily Ittefaq (in Bengali). 19 April 2018. Archived from the original on 3 December 2018. Retrieved 19 September 2019.
- ↑ ୩.୦ ୩.୧ নজরকাড়া রিক্তা. risingbd.com (in Bengali). 29 March 2018. Retrieved 19 September 2019.
- ↑ তিন বয়সের ফারজানা. Kaler Kantho (in Bengali). 8 April 2016. Retrieved 19 September 2019.
- ↑ চমক নিয়ে আসছে কার্তুজ. NTV (in Bengali). 23 February 2015. Retrieved 19 September 2019.
- ↑ আমার ছবিতে অনেক কিছুই নেই. Prothom Alo (in Bengali). 6 December 2014. Retrieved 19 September 2019.
- ↑ মার্চের শুরুতেই ‘কার্তুজ’. Banglanews24.com (in Bengali). 19 January 2015. Retrieved 19 September 2019.
- ↑ ""Alta Banu" begins promotional campaign". The Daily Star. 24 May 2018. Retrieved 19 September 2019.
- ↑ "Alta Banu to be released tomorrow". Daily Sun. 18 April 2015. Retrieved 19 September 2019.[permanent dead link]
- ↑ "Farzana Rikta in Mother's Day-themed TVC". The Independent. 12 May 2019. Retrieved 19 September 2019.
- ↑ আ খ ম হাসানের ‘বাপ বেটা ৪২০’. risingbd.com (in Bengali). 16 March 2019. Retrieved 19 September 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫାରଜାନା ରିକ୍ତା