କାର୍ଫିଲଜୋମିବ
Clinical data | |
---|---|
Trade names | Kyprolis |
Synonyms | PX-171-007 |
AHFS/Drugs.com | monograph |
MedlinePlus | a612031 |
data |
|
Pregnancy category | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Protein binding | 97%[୧] |
Metabolism | Extensive; CYP plays a minor role |
Identifiers | |
| |
ECHA InfoCard | 100.219.957 |
Chemical and physical data | |
Formula | C40H57N5O7 |
Molar mass | ୭୧୯.୯୨ g·mol−1 |
3D model (JSmol) | |
| |
|
କାର୍ଫିଲଜୋମିବ, ଏକ ବେପାର ନାମ କିପ୍ରୋଲିସ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ମାଇଲୋମା ( MM) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଅନ୍ୟାନ୍ୟ ଚିକିତ୍ସାରେ ଉନ୍ନତି କରିନଥିବା ଅବସ୍ଥାରେ ଏହା ବ୍ୟବହୃତ ହୁଏ । [୩] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ଲୋହିତ ରକ୍ତ କଣିକା, ଥକ୍କା, ବାନ୍ତି, ତରଳ ଝାଡ଼ା, କମ୍ ପ୍ଲାଟେଲେଟ୍, ଜ୍ୱର, ଅଣନିଶ୍ୱାସ, କାଶ ଏବଂ ନିମ୍ନ ଶ୍ୱେତ ରକ୍ତ କଣିକା ହୋଇପାରେ । [୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦଘାତ, ଯକୃତ ସମସ୍ୟା, ଫୁସଫୁସ ସମସ୍ୟା, ବୃକ୍କ ସମସ୍ୟା, ରକ୍ତସ୍ରାବ, ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [୪] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୫] ଏହା ଏକ ପ୍ରୋଟିଜୋମ ଅବରୋଧକାରୀ ଔଷଧ | [୨]
୨୦୧୨ ମସିହାରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ନିମନ୍ତେ କାର୍ଫିଲଜୋମିବ ଅନୁମୋଦିତ ହୋଇଥିଲା ।[୪][୨] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ମୂଲ୍ୟ ୧୦୫୦ ପାଉଣ୍ଡ ଥିଲା । [୩] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୨,୭୦୦ ଡଲାର । [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Kyprolis- carfilzomib injection, powder, lyophilized, for solution". DailyMed. 26 August 2020. Archived from the original on 12 August 2020. Retrieved 13 November 2020.
- ↑ ୨.୦ ୨.୧ ୨.୨ "Carfilzomib Monograph for Professionals". Drugs.com (in ଇଂରାଜୀ). Archived from the original on 9 June 2021. Retrieved 30 December 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1008. ISBN 978-0857114105.
- ↑ ୪.୦ ୪.୧ ୪.୨ "Kyprolis". Archived from the original on 14 November 2021. Retrieved 30 December 2021.
- ↑ "DailyMed - KYPROLIS- carfilzomib injection, powder, lyophilized, for solution". dailymed.nlm.nih.gov. Archived from the original on 12 August 2020. Retrieved 30 December 2021.
- ↑ "Kyprolis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 8 February 2018. Retrieved 30 December 2021.