ଚଣ୍ଡୀ ମନ୍ଦିର, ଚଣ୍ଡୀଖୋଲ
ଦେଖଣା
ଚଣ୍ଡୀ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଯାଜପୁର |
Location | |
State | ଓଡ଼ିଶା |
Country | ଭାରତ |
ଭୌଗଳିକ ଅବସ୍ଥିତି | 20.708507, 86.103100 |
Architecture | |
ବାବା ଭୈରବାନନ୍ଦ ବ୍ରହ୍ମଚାରୀ |
ଚଣ୍ଡୀ ମନ୍ଦିର ଓଡ଼ିଶାର ଯାଜପୁର ଜିଲ୍ଲାର ଚଣ୍ଡୀଖୋଲରେ ଅବସ୍ଥିତ ଏକ ଶକ୍ତି ମନ୍ଦିର ।[୧] ଏଠାରେ ମା ଚଣ୍ଡୀଙ୍କୁ ପୂଜା କରାଯାଏ । ଏହା ଚଣ୍ଡୀଖୋଲ ଛକଠାରୁ ପ୍ରାୟ ୪ କି.ମି ଦୂରରେ ଅବସ୍ଥିତ ।[୨] ବାବା ଭୈରବାନନ୍ଦ ବ୍ରହ୍ମଚାରୀ ବରୁଣେଇ ପର୍ବତ ଉପରେ ଚଣ୍ଡୀ ଆରାଧନା କରୁଥିଲେ । ଏହି ସ୍ଥାନରେ ସେ ଚଣ୍ଡୀ ମନ୍ଦିରର ୧୯୩୨ ମସିହାରେ ପ୍ରତିଷ୍ଠା କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "ଚଣ୍ଡୀଖୋଲ ଚଣ୍ଡୀ ମନ୍ଦିର | ଯାଜପୁର ଜିଲ୍ଲା:ଓଡ଼ିଶା | India" (in od). Retrieved 2022-07-05.
{{cite web}}
: CS1 maint: unrecognized language (link) - ↑ Ardhendu (2014-02-14). "Chandi Mandir of Jajpur". New Odisha (in ଆମେରିକୀୟ ଇଂରାଜୀ). Archived from the original on 2022-07-05. Retrieved 2022-07-05.
- ↑ "Chandikhole chandi Temple | Jajpur District:Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-07-05.