ଜିତାମିତ୍ର ପ୍ରସାଦ ସିଂହଦେଓ

ଉଇକିପିଡ଼ିଆ‌ରୁ

ଜିତାମିତ୍ର ପ୍ରସାଦ ସିଂହଦେଓ (ଜନ୍ମ ୨୯ ଅଗଷ୍ଟ ୧୯୪୬) ଜଣେ ଭାରତୀୟ ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିତ୍ । ସେ ପୁରାତନ ଖଡ଼ିଆଳ ରାଜ୍ୟର (ବର୍ତ୍ତମାନର ଓଡ଼ିଶାସ୍ଥିତ ନୂଆପଡା ଜିଲ୍ଲା) ରାଜପରିବାରରେ ଜନ୍ମ ନେଇଥିଲେ ।[୧] ସେ ଜଣେ ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିତ୍ ଏବଂ ଓଡ଼ିଶା ଉପରେ ଅନେକ ପୁସ୍ତକର ଲେଖକ । ସେ ଯୋଗୀମଠ ଡଙ୍ଗର ପ୍ରାଗୈତିହାସିକ ପଥର କଳା,[୨] ଘାଟ ଘୁମର ପଥର କଳା ତମ୍ବା ପ୍ଲେଟ, ଶରାବପୁରିଆ ରାଜବଂଶର ସୁନା ମୁଦ୍ରା, ମାଟି ମୋହର, ପାଣ୍ଡୁବଂଶୀ ରାଜବଂଶର ପଥର ମୁଦ୍ରା, କଳାଚୁଡ଼ି ମୁଦ୍ରା,[୩] ଟେରାକୋଟା, ମାଳି ଏବଂ ମୂର୍ତ୍ତି ଆଦି ଆବିଷ୍କାର କରିଛନ୍ତି ।

ବହି[ସମ୍ପାଦନା]

ସିଂହଦେଓଙ୍କ ରଚିତ କେତେକ ଉଲ୍ଲେଖନୀୟ ବହି ହେଲା:

  • Cultural Profile of South Kosal
  • Origin of Jagannath Deity
  • Tantric Art of Odisha[୪]
  • Character Assassination in Modern History of Orissa.

ଆଧାର[ସମ୍ପାଦନା]

  1. Profile of JP Singh Deo http://www.navratnanews.com/Profile/profile_ofJitamitra%20Prasad%20Singh%20Deo.htm Archived 2 April 2012 at the Wayback Machine.
  2. Pradhan, Sadasiba (2001). Rock art in Odisha. Aryan Books International. p. 16. ISBN 978-81-7305-215-6.
  3. Tripathy, Snigdha (1986). Early and medieval coins and currency system of Orissa, circa 300 B.C. to 1568 A.D. Punthi Pustak. p. 96. OCLC 15488618.
  4. Fic, Victor M. (2003). The tantra: its origin, theories, art, and diffusion from India to Nepal, Tibet, Mongolia, China, Japan, and Indonesia. Abhinav Publications. p. 69. ISBN 978-81-7017-424-0.