ଚିନ୍ମୟ ପ୍ରସାଦ ବେହୁରା

ଉଇକିପିଡ଼ିଆ‌ରୁ
ଚିନ୍ମୟ ପ୍ରସାଦ ବେହୁରା
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀକୁଳମଣି ରାଉତ
ପର ଅଧିକାରୀଦେବାଶିଷ ନାୟକ
ନିର୍ବାଚନ ମଣ୍ଡଳୀବରୀ-ଡେରାବିଶ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-06-15) ୧୫ ଜୁନ ୧୯୬୦ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମାନସୀ ବେହୁରା
ବାପା/ବୋଉଚୈତନ୍ୟାନନ୍ଦ ବେହୁରା (ବାପା)‌
ବୃତ୍ତିରାଜନୀତିଜ୍ଞ

ଚିନ୍ମୟ ପ୍ରସାଦ ବେହୁରା (ଜନ୍ମ: ୧୫ ଜୁନ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଚିନ୍ମୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର ଓ ଶିକ୍ଷା[ସମ୍ପାଦନା]

ଚିନ୍ମୟ ପ୍ରସାଦ ବେହୁରା ୧୯୬୦ ମସିହାର ଜୁନ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଚୈତନ୍ୟାନନ୍ଦ ବେହୁରା ଓ ପତ୍ନୀଙ୍କ ନାମ ମାନସୀ ବେହୁରା ।[୧] ଚିନ୍ମୟଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଚିନ୍ମୟ ପ୍ରସାଦ ବେହୁରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Chinmaya Prasad Behura". odishaassembly.nic.in. Odisha Assembly. Retrieved 14 December 2019.