ବ୍ୟବହାରକାରୀଙ୍କ ଆଲୋଚନା:CutSomeSlackenstein

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆପଣଙ୍କ ଲେଖା ପାଇଁ ଧନ୍ୟବାଦ । ଉଇକିପିଡ଼ିଆ ଏକ ଜ୍ଞାନ‌କୋଷ । ଏଥିରେ ଜ୍ଞାନ‌କୋଷ ଭିତ୍ତିକ ଲେଖା ଲେଖାଯାଏ । ଢଗ ଢମାଳି ପୃଷ୍ଠାରେ ଉଦାହରଣ ପାଇଁ କିଛି ଢଗ ରଖିଲେ ଚଳିବ ହେଲେ ବହୁତ ଗୁଡିଏ ଢଗ ରଖିବା ଅନାବଶ୍ୟକ । ଆପଣ ଖାଲି ଢଗ ଢମାଳି ଲେଖିବାକୁ ଚାହୁଁଥିଲେ ଏହି ଜାଗାରେ ଲେଖି ପାରିବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୩:୧୦, ୧୪ ଫେବୃଆରୀ ୨୦୧୯ (IST)[reply]