ବିଶ୍ୱ କବିତା ଦିବସ

ଉଇକିପିଡ଼ିଆ‌ରୁ

ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହୁଏ ।[୧] ଏହି ଆନ୍ତରଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ ।

୨୦୧୬ ମସିହାରେ ହାଇଦ୍ରାବାଦରେ ବିଶ୍ୱ କବିତା ଦିବସ ପାଳନ

ଉଦ୍ଦେଶ୍ୟ[ସମ୍ପାଦନା]

ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ କବିମାନଙ୍କୁ ସମ୍ମାନିତ କରିବା । ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା ।[୨]

ଇତିହାସ[ସମ୍ପାଦନା]

୧୯୯୯ ମସିହାରେ ୟୁନେସ୍କୋଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି ନିଆଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. "World Poetry Day". UNESCO (in ଇଂରାଜୀ). Retrieved 21 November 2018.
  2. "ବିଶ୍ବ କବିତା ଦିବସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 March 2023. Retrieved 21 March 2023.
  3. "World Poetry Day". www.timeanddate.com (in ଇଂରାଜୀ). Retrieved 21 November 2018.

ବାହାର ଆଧାର[ସମ୍ପାଦନା]