ଚିରଶ୍ରୀ ଇନ୍ଦ୍ରସିଂ

ଉଇକିପିଡ଼ିଆ‌ରୁ
ଚିରଶ୍ରୀ ଇନ୍ଦ୍ରସିଂ
ଜନ୍ମ
ଚିରଶ୍ରୀ ଇନ୍ଦ୍ରସିଂ

(1966-08-10)୧୦ ଅଗଷ୍ଟ ୧୯୬୬
ମରିଚିଆ, ନୟାଗଡ଼
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ରାଜନୀତି ବିଜ୍ଞାନ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିସାହିତ୍ୟିକ
ପୁରସ୍କାରକାଦମ୍ବିନୀ ଶ୍ରେଷ୍ଠ ଗଳ୍ପ ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୨୦୦୫

ଚିରଶ୍ରୀ ଇନ୍ଦ୍ରସିଂ [୧] ଜଣେ ଆଧୁନିକ ଓଡ଼ିଆ କବି, ଗାଳ୍ପିକା । ବୃତ୍ତିରେ ସେ ଜଣେ ଅଧ୍ୟାପିକା । ସାହିତିକ୍ୟ ଭାବରେ ସେ ଜଣେ ଗାଳ୍ପିକା, କବି, ଅନୁବାଦିକା ତଥା ଶିଶୁ ସାହିତ୍ୟ ଲେଖିକା ।

ପ୍ରକାଶିତ ଗଳ୍ପ ସଂକଳନ[ସମ୍ପାଦନା]

  • ବେଙ୍ଗବତୀ କଥା
  • ଉତିଆଣି ସଂଜ
  • ଛବି
  • ବିଡମ୍ବନା
  • ସର୍ଫିଙ୍ଗ୍[୨]

ପ୍ରକାଶିତ କବିତା ସଂକଳନ[ସମ୍ପାଦନା]

  • କେବେ କେବେ ଜହ୍ନ ରାତି[୩]

ଆଧାର[ସମ୍ପାଦନା]

  1. ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ (ପ୍ରଥମ ed.). ନ୍ୟାସନାଲ ବୁକ୍ ଟ୍ରଷ୍ଟ. p. ୩୦୧. ISBN 978-81-237-5143-6.
  2. ଇନ୍ଦ୍ରସିଂ, ଚିରଶ୍ରୀ. ସର୍ଫିଙ୍ଗ୍ (ପ୍ରଥମ ed.). Paschima Publication. Retrieved 23 September 2018.
  3. "Breakfast Odisha with Chirashree Indrasingh (Poets & Writers)". News7. Prameya News7. Prameyanews.com. 2017-06-19. Retrieved 23 September 2018.