ଚିରଶ୍ରୀ ଇନ୍ଦ୍ରସିଂ
Appearance
ଚିରଶ୍ରୀ ଇନ୍ଦ୍ରସିଂ | |
---|---|
ଜନ୍ମ | ଚିରଶ୍ରୀ ଇନ୍ଦ୍ରସିଂ ୧୦ ଅଗଷ୍ଟ ୧୯୬୬ ମରିଚିଆ, ନୟାଗଡ଼ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ରାଜନୀତି ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ସାହିତ୍ୟିକ |
ପୁରସ୍କାର | କାଦମ୍ବିନୀ ଶ୍ରେଷ୍ଠ ଗଳ୍ପ ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୨୦୦୫ |
ଚିରଶ୍ରୀ ଇନ୍ଦ୍ରସିଂ [୧] ଜଣେ ଆଧୁନିକ ଓଡ଼ିଆ କବି, ଗାଳ୍ପିକା । ବୃତ୍ତିରେ ସେ ଜଣେ ଅଧ୍ୟାପିକା । ସାହିତିକ୍ୟ ଭାବରେ ସେ ଜଣେ ଗାଳ୍ପିକା, କବି, ଅନୁବାଦିକା ତଥା ଶିଶୁ ସାହିତ୍ୟ ଲେଖିକା ।
ପ୍ରକାଶିତ ଗଳ୍ପ ସଂକଳନ
[ସମ୍ପାଦନା]- ବେଙ୍ଗବତୀ କଥା
- ଉତିଆଣି ସଂଜ
- ଛବି
- ବିଡମ୍ବନା
- ସର୍ଫିଙ୍ଗ୍[୨]
ପ୍ରକାଶିତ କବିତା ସଂକଳନ
[ସମ୍ପାଦନା]- କେବେ କେବେ ଜହ୍ନ ରାତି[୩]
ଆଧାର
[ସମ୍ପାଦନା]- ↑ ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ (ପ୍ରଥମ ed.). ନ୍ୟାସନାଲ ବୁକ୍ ଟ୍ରଷ୍ଟ. p. ୩୦୧. ISBN 978-81-237-5143-6.
- ↑ ଇନ୍ଦ୍ରସିଂ, ଚିରଶ୍ରୀ. ସର୍ଫିଙ୍ଗ୍ (ପ୍ରଥମ ed.). Paschima Publication. Retrieved 23 September 2018.
- ↑ "Breakfast Odisha with Chirashree Indrasingh (Poets & Writers)". News7. Prameya News7. Prameyanews.com. 2017-06-19. Retrieved 23 September 2018.