ଆଲୋଚନା:ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ

Page contents not supported in other languages.
ଉଇକିପିଡ଼ିଆ‌ରୁ

ବିଦ୍ୟାଳୟର ନାମଟି ସହିଦ ବଦଳରେ ଶହୀଦ ହବା ଉଚିତ ବୋଲି ମୁଁ ଭାବୁଛି । ସୌମେନ୍ଦ୍ର (ମୋ ଆଲୋଚନା) ୧୩:୫୬, ୨୮ ଅଗଷ୍ଟ ୨୦୧୮ (IST)[reply]

ଭାଇ, ସହିଦ ନଗର ସବୁଠି ସେମିତି ଲେଖାଯାଉଛି । ଫଟୋଟି ଦେଖିବ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୪:୨୮, ୨୮ ଅଗଷ୍ଟ ୨୦୧୮ (IST)[reply]
ଆଛା, ହଁ ଛବିଟି ଦେଖିଲି। ଠିକ ଅଛି ପ୍ରିତିରଞ୍ଜନ ଭାଇ -- ସୌମେନ୍ଦ୍ର (ମୋ ଆଲୋଚନା) ୨୨:୪୮, ୨୮ ଅଗଷ୍ଟ ୨୦୧୮ (IST)[reply]