ଉଇକିପିଡ଼ିଆ:ଜନ୍ମତିଥି/୧୬/ଫେସବୁକ ଲାଇଭ

ଉଇକିପିଡ଼ିଆ‌ରୁ
Short video (2 min) = total 1hr
  • କାହିଁକି?
  • ପ୍ରକ୍ରିୟା
  • closing remark
  • self-introduction
  • quote/anecdote

TBD:

  • Content

For setup:

  • Laptop (for demo by the presenter)
  • 7th last session: interviews (monolgues)
  • 7th post 5:30 pm: Prateek + SP edit -> 4-5 visuals
  • During Live (15 min - 4-5 interviews - 2-3)

Interviews 1: Purpose[ସମ୍ପାଦନା]

Intro video:

  • pre-recorded: (15 sec): (hook) ଓଡ଼ିଆ ଏତେ ପୁରୁଣା ଶାସ୍ତ୍ରୀୟ ଭାଷା ହୋଇ ବି ଆଜି ବାକି ଭାରତୀୟ ଭାଷା ତୁଳନାରେ ଏହାର ଇଣ୍ଟରନେଟରେ ଅବସ୍ଥିତି ଶୋଚନୀୟ । ଆମେ ତାକୁ ଟେକନୋଲୋଜି ବ୍ୟବହାର କରି ସୁଧାରି ପାରିବାକି?
interview
  • ଓଡ଼ିଆର ଅନଲାଇନରେ ସ୍ଥିତି?
  • ତମେ ଇଣ୍ଟରନେଟରେ କେବେ ଲେଖିବା ଆରମ୍ଭ କଲ? କି କି ଅସୁବିଧାର ସମ୍ମୁଖୀନ ହେଲେ?
  • ଏବେ କି କି ଅସୁବିଧା ଅଛି ଇଣ୍ଟରନେଟରେ?

Interview 2: Intro to Odia Wikipedia[ସମ୍ପାଦନା]

  • pre-recorded: (15 sec): (hook) ନିଜ ଭାଷା ଜ୍ଞାନ ଆହରଣ କରିବାକୁ କିଏ ବା ନ ଚାହେଁ । ଆପଣ ଜାଣନ୍ତି କି ଭାରତର ସମସ୍ତ ଭାଷା ଭିତରୁ ସବୁଠୁ ପୁରୁଣା ହେଲା ଓଡ଼ିଆ ଉଇକିପିଡ଼ିଆ । ଆପଣ କିଛି ଜାଣିବାକୁ ଚାହିଁଲେ କେଉଁଠୁ ଖୋଜନ୍ତି? ବହି ନା ଖବରକାଗଜ ନା ଟିଭି ନା ଇଣ୍ଟରନେଟ?
interview
  • ନିଜ ଭାଷାରେ ଜ୍ଞାନ ଆହରଣ କରିବାକୁ କିଏ ବା ନ ଚାହେଁ? ଆପଣ ଲକ୍ଷ୍ୟ କରିଥିବେ ଯେ ଛୋଟ ପିଲାଟିଏ ନିଜ ଭାଷାରେ ଯେତେ ସହଜରେ ଶିଖିପାରେ ଅନ୍ୟ ଭାଷାରୁ ସେତେ ସହଜରେ ଶିଖିପାରେନି । ଇଣ୍ଟରନେଟରେ ଆପଣ କିଛି ଖୋଜିଲେ ପ୍ରଥମେ କେଉଁ ୱେବସାଇଟଟି ଆଖିରେ ପଡ଼େ?
  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ମୋତେ ଟିକେ କହିବେକି? (ଉତ୍ତର: ଆମେ ଉପର ଅସୁବିଧା ସବୁ ଭୋଗିଲା ପରେ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଆରମ୍ଭ କଲୁ)
  • ଏବେ କେତେ ଲେଖା ଅଛି ଆଉ କେତେ ଜଣ ଲେଖନ୍ତି? (ଉତ୍ତର: ଆମେ ୫ କୋଟି ଓଡ଼ିଆ ଥାଇକି ବି ମାତ୍ର ୧୫-୨୦ ସକ୍ରିୟ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଲେଖୁଛୁ । ଏଥିରେ ଯାହା ଲେଖାହୋଇଛି ସ୍ୱେଚ୍ଛାସେବୀମାନେ ଲେଖିଛନ୍ତି । ଯଦି କିଛି ଭୁଲ ଭଟକା ରହିଯାଇଛି ତାକୁ ବି ସେଇ ସ୍ୱେଚ୍ଛାସେବୀମାନେ ସୁଧାରିପାରିବେ ।)

Interview 3: Why Odia Wikipedia is important in the age of fake news[ସମ୍ପାଦନା]

  • pre-recorded: (15 sec): (hook) ଆଜିର ଯୁଗରେ ଠିକ ତଥ୍ୟଠୁ ଭୁଲ ତଥ୍ୟ ପ୍ରକାଶ କରୁଥିବା ସାଇଟ ଅଗଣିତ । ଆମେ ତାକୁ କେମିତି ଉଇକିପିଡ଼ିଆ ଭଳି ସାଧନ ବ୍ୟବହାର କରି କେମିତି କମେଇପାରିବା?
interview
(ଜଣେ ଅଣ-ଉଇକିଆଳି ପଚାରିଲେ ଭଲ ହେବ)
  • ଉଇକିପିଡ଼ିଆରେ ଖବରଗୁଡ଼ିକ ଠିକ କି ନାହିଁ କେମିତି ପରଖିବା?
  • ଉଇକିପିଡ଼ିଆରେ ଗପ କବିତା ଆଦି ସାହିତ୍ୟିକ ଲେଖିପାରିବି କି ନାହିଁ?
  • କୌଣସି ବିଷୟରେ କେମିତି ଖୋଜିବି ଆଉ କେମିତି ଲେଖିବି? (ଉତ୍ତର: http://or.wikipedia.org ରୁ ପଢ଼ିପାରିବେ । "ସମ୍ପାଦନା"ରେ କ୍ଲିକ କରି ଲେଖିପାରିବେ ।)

Interview 4: Closing: Call to action[ସମ୍ପାଦନା]

  • script: ଯଦି ଆପଣ ଜଣେ ଚଳଚ୍ଚିତ୍ର ବିଷୟରେ ଅଭିଜ୍ଞ ତାହେଲେ ଉଇକିପିଡ଼ିଆରେ ଲେଖିପାରିବେ, ଖେଳ ବାବଦରେ ଜାଣିଥିଲେ ବା ବିଶିଷ୍ଟ ବ୍ୟକ୍ତିଙ୍କ ଜାଣିଛନ୍ତି ତାହେଲେ ଆପଣ ସେ ବିଷୟରେ ଉଇକିପିଡ଼ିଆରେ ନୂଆ ଲେଖା ଲେଖିପାରିବେ ବା ଆଗରୁ ଲେଖାଥିଲେ ତାକୁ ଉନ୍ନତ କରିପାରିବେ ।
  • ଚାଟସଭା
  • play collage of Wikipedians saying "ଆସନ୍ତୁ, ଆମେ ସମସ୍ତେ ମିଶି ଓଡ଼ିଆଙ୍କ ପାଖେ ଓଡ଼ିଆରେ ସଠିକ ତଥ୍ୟ ପହଞ୍ଚାଇବା"
  • Q&A (set rode - wide angle): ଯେଉଁମାନେ ଇଣ୍ଟରଭିଉ ଦେଲେ ସେମାନେ ସବୁ ବସିଥିବେ ।
  • TBD:
    • shoot b-rolls for transition
    • questions from archive (Twitter, ଚାଟସଭା and Facebook)