କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ
ଦେଖଣା
କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ कंचन चौधरी भट्टाचार्य | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଆଇପିଏସ୍ ଅଫିସର୍ (୧୯୭୩–୨୦୦୭) |
ବୈବାହିକ-ସାଥୀ | ଦେବ୍ ଭଟ୍ଟାଚାର୍ଯ୍ୟ |
ସନ୍ତାନ | ୨ ଝିଅ |
ପୁରସ୍କାର | ୧୯୮୯ରେ ଦୀର୍ଘ ଓ ଦକ୍ଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ୧୯୯୭ରେ ବିଶେଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ଅନନ୍ୟ ମହିଳା ଭାବେ ୨୦୦୪ରେ ରାଜୀବ ଗାନ୍ଧୀ ପୁରସ୍କାର |
ୱେବସାଇଟ | kanchan4aap.in |
କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟ (ହିନ୍ଦୀ : कंचन चौधरी भट्टाचार्य) ଜଣେ ଉତ୍ତରାଖଣ୍ଡର ପୂର୍ବତନ ଆରକ୍ଷୀ ମହାନିର୍ଦ୍ଦେଶକ ଓ ବର୍ତ୍ତମାନ ରାଜନୀତିଜ୍ଞ । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ଉତ୍ତରାଖଣ୍ଡର ହରିଦ୍ୱାର ଲୋକ ସଭା ମଣ୍ଡଳୀରୁ ଆମ୍ ଆଦମୀ ପାର୍ଟି ତରଫରୁ ଲଢ଼ିଥିଲେ । ସେ ଆରକ୍ଷୀ ମହାନିର୍ଦ୍ଦେଶକ ହେବାରେ ପ୍ରଥମ ମହିଳା ଥିଲେ ଓ ୩୧ ଅକ୍ଟୋବର ୨୦୦୭ ଅବସର ଗ୍ରହଣ କରିଥିଲେ ।[୧] ସେ କିରଣ ବେଦୀଙ୍କ ପରେ ଦେଶର ଦ୍ୱିତୀୟ ଆଇପିଏସ୍ ଅଫିସର୍ ଥିଲେ ।[୨]
ଆଧାର
[ସମ୍ପାଦନା]- ↑ "Chaudhary, first woman DGP, retires". Indianexpress Portal. 31 October 2007.
- ↑ "Officer who changed the face of the police". The Hindu. 2012-07-26.
ଶ୍ରେଣୀସମୂହ:
- ଜୀବିତ ବ୍ୟକ୍ତି
- ଭାରତୀୟ ଆରକ୍ଷୀ ଅଧିକାରୀ
- Indian police chiefs
- Aam Aadmi Party candidates in the Indian general election, 2014
- Aam Aadmi Party politicians
- Indian women police officers
- Women in Himachal Pradesh politics
- 21st-century Indian women politicians
- 21st-century Indian politicians
- Year of birth missing (living people)