ସୁପ୍ରିୟା ରାଉତରାୟ
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
Personal information | |||
---|---|---|---|
Date of birth | ୧୨ ଜୁନ ୧୯୯୦ | ||
Playing position | ମିଡ଼୍ଫିଲ୍ଡର୍ | ||
Senior career* | |||
Years | Team | Apps | (Gls) |
ଓଡ଼ିଶା | |||
National team | |||
ଭାରତ | (1) | ||
* Senior club appearances and goals counted for the domestic league only. |
ସୁପ୍ରିୟା ରାଉତରାୟ (ଜନ୍ମ ୧୨ ଜୁନ, ୧୯୯୦) ଜଣେ ଭାରତୀୟ ମିଡ଼୍ଫିଲ୍ଡର୍, ଯେ ଭାରତୀୟ ମହିଳା ଜାତୀୟ ଫୁଟ୍ବଲ୍ ଦଳ ପାଇଁ ଖେଳିଥିଲେ । ସେ ୨୦୧୨ ସାଫ୍ ମହିଳା ପ୍ରତିଯୋଗିତା ଓ ୨୦୧୫-୧୬ ଏସିଏଫ୍ ମହିଳା ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଭାରତୀୟ ଦଳର ସଦସ୍ୟ ଥିଲେ ।[୧][୨] କ୍ଲବ୍ ପର୍ଯ୍ୟାୟରେ, ସେ ଭାରତର ଓଡ଼ିଶା ପାଇଁ ଖେଳିଥିଲେ ।
ଆଧାର
[ସମ୍ପାଦନା]- ↑ "Women's Olympic Qualification 2016". The Asian Football Confederation. Retrieved 21 February 2017.
- ↑ Punnakkattu Daniel, Chris (16 September 2012). "India wins the SAFF Women's Championship". Sportskeeda. Retrieved 21 February 2017.