ଚାଇନିଜ୍ ଖାଦ୍ୟ
ଦେଖଣା
ଚାଇନିଜ୍ ଖାଦ୍ୟ ଚାଇନିଜ୍ ସଂସ୍କୃତିର ଏକ ଅଂଶ ଅଟେ । ଏହା ଚାଇନାର ବିଭିନ୍ନ ଅଞ୍ଚଳର ଖାଦ୍ୟ ମାନ ଦର୍ଶାଏ । ଚାଇନିଜ୍ ଖାଦ୍ୟ ଏବେ ଦେଶ ବିଦେଶରେ ବ୍ୟାପ୍ତ ଏବଂ ଲୋକପ୍ରିୟ ।
ଚାଇନିଜ୍ ବ୍ୟଞ୍ଜନ ଗୁଡ଼ିକ
[ସମ୍ପାଦନା]ସୁପ୍
[ସମ୍ପାଦନା]- ଭେଜିଟେବଲ ସୁପ୍
- ଚିକେନ ଷ୍ଟକ୍
- ଚିକେନ କ୍ଲିଅର୍ ସୁପ୍
- ନୁଡୁଲ୍ସ ଓ ଭେଜିଟେବଲ ସୁପ୍
- ଭେଜିଟେବଲ ଚାଓମେନ୍ ସୁପ୍
- ବେବି କର୍ନ ସୁପ୍
- ରାଗ-ଖଟା ସୁପ୍
- ଟମାଟୋ ଏଗ୍ ଡ୍ରପ୍ ସୁପ୍
- ପାଳଙ୍ଗ ଓ ପନିର୍ ସୁପ୍
- ଚିଙ୍ଗୁଡି ସୁପ୍
- ସୁଇଟ୍ କର୍ନ ଓ ଚିକେନ୍ ସୁପ୍