ଚିତ୍ରାଳ
ଦେଖଣା
ଚିତ୍ରାଳ (ଉର୍ଦ୍ଦୁ: چترال, ଇଂରାଜୀ: Chitral) କିମ୍ବା ଛେତ୍ରାର छेत्रार (ଖୋବାର: چھترار) ଉତ୍ତର-ପଶ୍ଚିମ ପାକିସ୍ତାନର ସବୁଠାରୁ ବଡ଼ ସହର ଅଟେ । ଏହା ହିନ୍ଦୁକୁଶ ପର୍ବତମାଳାର ସବୁଠାରୁ ଉଚ୍ଚ ପହାଡ଼ ତିରିଚ ମୀରର ଚରଣରେ କୁନର ନଦୀର ପଶ୍ଚିମ କୂଳରେସ୍ଥିତ । ଚିତ୍ରାଳ ଜିଲ୍ଲାର ସମ୍ପୂର୍ଣ୍ଣ ତିନି ଲକ୍ଷ ଲୋକଙ୍କ ଜନସଂଖ୍ୟାରେ ପାଖାପାଖି ଦୁଇ ଲକ୍ଷ ଚିତ୍ରାଳ ସହରରେ ବାସ କରିଥାନ୍ତି । ଏହି ସହର ପାଖାପାଖି ୩,୭୦୦ ଫୁଟ (୧,୧୦୦ମିଟର) ଉଚ୍ଚରେସ୍ଥିତ । [୧]
ନାମର ଅର୍ଥ
[ସମ୍ପାଦନା]ଚିତ୍ରାଳ ଖୋବାର ଭାଷାର ଛେତ୍ରାର ଶବ୍ଦରୁ ଆସିଛି । କାରଣ ଖୋବାର ହିନ୍ଦୀ-ଅର୍ଯ୍ୟ-ଭାଷା-ପରିବାରର ଏକ ଦାର୍ଦୀ ଭାଷା ଅଟେ , ସେଥିପାଇଁ ଛେତ୍ରାରର ସଜାତୀୟ ଶବ୍ଦ ହିନ୍ଦୀରେ ମଧ୍ୟ ମିଳିଥାଏ, ଯେପରି "କ୍ଷେତ୍ର", "ଛେତ୍ର" ଏବଂ "ଖେତ" ।
ପାଣିପାଗ
[ସମ୍ପାଦନା]Climate data for ଚିତ୍ରାଳ | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Average high °C (°F) | 8.3 (46.9) |
9.5 (49.1) |
14.9 (58.8) |
21.0 (69.8) |
25.6 (78.1) |
31.8 (89.2) |
32.8 (91) |
32.0 (89.6) |
28.7 (83.7) |
23.7 (74.7) |
17.4 (63.3) |
10.9 (51.6) |
21.38 (70.48) |
Daily mean °C (°F) | 4.1 (39.4) |
5.0 (41) |
9.8 (49.6) |
15.3 (59.5) |
19.4 (66.9) |
24.9 (76.8) |
26.1 (79) |
25.4 (77.7) |
21.9 (71.4) |
17.0 (62.6) |
11.5 (52.7) |
6.5 (43.7) |
15.58 (60.03) |
Average low °C (°F) | 0.0 (32) |
0.6 (33.1) |
4.8 (40.6) |
9.7 (49.5) |
13.3 (55.9) |
18.0 (64.4) |
19.5 (67.1) |
18.8 (65.8) |
15.2 (59.4) |
10.3 (50.5) |
5.6 (42.1) |
2.1 (35.8) |
11.4 (52.5) |
Average precipitation mm (inches) | 69 (2.72) |
99 (3.9) |
146 (5.75) |
139 (5.47) |
69 (2.72) |
22 (0.87) |
52 (2.05) |
56 (2.2) |
40 (1.57) |
31 (1.22) |
26 (1.02) |
51 (2.01) |
800 (31.5) |
Source: ପାଣିପାଗ-Data.org[୨] |
ଫଟୋ ଗ୍ୟାଲେରି
[ସମ୍ପାଦନା]-
ଚିତ୍ରାଳ ସହରର ଅତାଲିକ ବଜାର
-
ଛିତ୍ରାଳ ସହରର ଏକ ମସଲା ଦୋକାନୀ
-
ଶରତ ଋତୁରେ ଦୁର୍ଗର ଦୃଶ୍ୟ
-
ଶୁକ୍ରବାର ଦିନ ଚିତ୍ରାଳ ମସଜିଦର ଦୃଶ୍ୟ
-
ଚିତ୍ରାଳର ଏୟାରପୋର୍ଟ
ଆଧାର
[ସମ୍ପାଦନା]- ↑ Crisis on the frontier: the Third Afghan War and the campaign in Waziristan 1919-1920, Brian Robson, Spellmount, 2004, ... Chitral is, in essence, a narrow amphitheatre, roughly 180 miles long, surrounded on all sides by mountains, rising in places to over 20000 feet; Tirich Mir, the highest, is over 25000 feet ...
- ↑ "Climate: Chitral". Climate-Data.org.