ଆଲୋଚନା:ଉଇକିପିଡ଼ିଆ ସମୂହର ତାଲିକା

Page contents not supported in other languages.
ଉଇକିପିଡ଼ିଆ‌ରୁ

କଳାହାଣ୍ଡି ଜିଲ୍ଲା ଅନ୍ତଗତ ଜୁନାଗଡ ଏବଂ ଧର୍ମଗଡ ମଧିରେ ଏହି ଗ୍ରାମ ଅବସ୍ଥିତ ।ସାଧାରଣତୀୟ ଜୁନାଗଡ ଏହି ଗ୍ରାମର ବ୍ଲକ ରୂପେ ପରିଚିତ। ଏହି ଗ୍ରାମ ଜୁନାଗଡ ଠାରୁ ୧୫ କିଲୋମିଟର ଦୂରତା ଉତ୍ତର ପୂର୍ବ ରେ ଅବସ୍ଥିତ । ଏବଂ ଧର୍ମଗଡ ଏହି ଗ୍ରାମର ସବଡିଭିଜନ ରୂପେ ପରିଚିତ ।ଏବଂ ଏହି ଗ୍ରାମର ଭାୟା ହେଉଛି ମହିଚଳ।।

ଏହି ଗ୍ରାମ ଏକ ବହୁତ ବଡ ଗ୍ରାମପଂଚାୟତ ଅଟେ । ଏଠାରେ ପ୍ରାୟ ୫ହଜାର ଲୋକ ବାସ କରନ୍ତି । ଏହି ଗ୍ରାମ କୁ ୧୮ ଓୟାର୍ଡ ରେ ବିଭାଗ କର ଯାଇଛି । ଏହି ଗ୍ରାମର ଅଧିକାଂଶ ଲୋକ ଚାଷ ଉପରରେ ନିର୍ଭରସିଲ, ଏହି ଗ୍ରାମ ର ଲୋକ ସାରଳ ଓ ଚାଷ ଉପରେ ନିର୍ଭର କରି ଜୀବନ ଯାପନ କରନ୍ତି। ଏହି ଗ୍ରାମ ର ପଶ୍ଚିମ ଦକ୍ଷଣ ଭାଗରେ ଏକ ବିଶାଳ ଜଳ ରାଶି ରହିଛି । ଯେତେ ବେଳେ ଏହି ଗ୍ରାମ୧୮୯୯ ରେ ଜଳ ର ଅଭାବ ଦେଖା ଗଲା ସେହି ସମୟ ରେ ଏହି ଗ୍ରାମ ବୁଧ୍ଧ ଲୋକଙ୍କ ଅଦେଶ ଅନୁସାରେ ଏହି ସାଗର ଖୋଦାନ କରା ଗଲା। ଏହି ଖୋଦନ ରେ ପ୍ରାୟ ୫୦୦ ଲୋକ ଲାଗି ଥିଲେ, ଧୀରେ ଧୀରେ ଏହା ଏକ ୩୦୦ ଏକକ ବିଶାଳ ଜଳ ରାଶି ରେ ପରିଣତ ହେଲା। ଏହାର ଆକାର ଧନୁ ପରି ହୋଇ ଥିବାରୁ ଏହା ନାମ ରାମ ସାଗାର ନାମରେ ନାମିତ କରା ଗଲା।ଏହି ଖୋଦନ ଏକ ବର୍ଷ ରେ ସମ୍ପୁନ ହେଇଥିଲା।ଏହି ଗ୍ରାମ ରେ ଅପ୍ରଜୀଂତ ଜଳ ର ଅଭାବ ଦେଖା ଦେଇ ନାହିଁ। ଏହି ସାଗର କଳାହାଣ୍ଡି ମଧିୟରେ ଏକ ବିଶାଳ ଜଳରାଶି ମଧିୟରେ ଅନ୍ୟତମ । ଏହି ସାଗର ଖୋଦନ ସମୟରେ ଏହାର ମଧିୟ ରେ ଏକ ଶିବ ଲିଙ୍ଗ ର ଅଭିର୍ଭାବ ହେଇ ଥିଲା। ଏହା କୁ ଅତି ଯତ୍ନର ସହିତ ବାହାର କରି ।ଏହି ବିଶାଳ ଜଳ ରାଶି ଠାରୁ ୩୦୦ ପଶ୍ଚିମ ଦକ୍ଷିଣ ଦିଗରେ ରଖ ଗଲା।ଗ୍ରାମର ମଙ୍ଗଳ ପାଇଁ ଏକ ମନ୍ଧିର ନିର୍ମାଣ କରି ସ୍ଥାପନ କର ଗଲ। ଏହି ମଂନ୍ଧିର ଉଛତା ୫୧ ପୂଟ ରହିଛି ଗାଁ ର ଅଖ ପାଖ ଲୋକ ମାନେବନିଜର ମାନସ କାମନା ପାଇଁ ଏହି ମନ୍ଧିର ପୂଜା କରି ଅଶାନ୍ତି।ଏହା ଛଡା ଜଗନ୍ନାଥ, ମା ଲଙ୍କେଶ୍ଵରୀ ,ମା ଅଞ୍ଜନଦେବୀ, ବୁଢ଼ା ଜାରା ଆଦି ଦେବା ଦେବୀ ପିଠା ରହି ଛି।ଏହି ଗ୍ରାମର ଶିଖିୟର ଉନନ୍ତି ପାଇଁ ଏ ଠାରେ ପ୍ରଥମ ଠାରୁ ଦଶମ ପଜିୟନ୍ତ ବିଡିୟଲୟ ରହିଛି। ଏହି ଗ୍ରାମ ଏକ ସୁନନ୍ଦର ପରି ବେଶ ,ଗ୍ରାମ ଅଟେ।।