ସାଇଟାରାବିନ

ଉଇକିପିଡ଼ିଆ‌ରୁ
ସାଇଟାରାବିନ
Clinical data
Trade namesCytosar-U, Depocyt, others
AHFS/Drugs.commonograph
MedlinePlusa682222
Pregnancy
category
  • AU: D
  • US: D (Evidence of risk)
Routes of
administration
injectable (intravenous injection or infusion, intrathecal, or subcutaneously)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability20% by mouth
Protein binding13%
Metabolismliver
Elimination half-lifebiphasic: 10 min, 1–3 hr
Excretionkidney
Identifiers
  • 4-amino-1-[(2R,3S,4R,5R)-3,4-dihydroxy-5- (hydroxymethyl)oxolan-2-yl] pyrimidin-2-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.005.188 Edit this at Wikidata
Chemical and physical data
FormulaC9H13N3O5
Molar mass243.217 g/mol
3D model (JSmol)
  • O=C1/N=C(/N)\C=C/N1[C@@H]2O[C@@H]([C@@H](O)[C@@H]2O)CO
  • InChI=1S/C9H13N3O5/c10-5-1-2-12(9(16)11-5)8-7(15)6(14)4(3-13)17-8/h1-2,4,6-8,13-15H,3H2,(H2,10,11,16)/t4-,6-,7+,8-/m1/s1 checkY
  • Key:UHDGCWIWMRVCDJ-CCXZUQQUSA-N checkY
  (verify)

ସାଇଟାରାବିନ (ଇଂରାଜୀ ଭାଷାରେ Cytarabine, also known as cytosine arabinoside ବା ara-C), ଏକ କେମୋଥେରାପି ଔଷଧ (chemotherapy medication) ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia ବା AML), ଆକ୍ୟୁଟ ଲିମ୍ଫାଟିକ ଲିଉକେମିଆ (acute lymphocytic leukemia ବା ALL), କ୍ରନିକ ମାୟେଲୋଜେନସ ଲିଉକେମିଆ (chronic myelogenous leukemia ବା CML), ଓ ନନ୍‌-ହଜକିନସ ଲିମ୍ଫୋମା (non-Hodgkin's lymphoma) ଆଦି ରୋଗମାନଙ୍କରେ ଚିକିତ୍ସାରେ ଦିଆଯାଏ । ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein), ଚର୍ମ ତଳ ଇଞ୍ଜେକସନ (under the skin) ବା ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid) ଆଦି ସ୍ଥାନମାନଙ୍କରେ ଦିଆଯାଏ । ଏଥିରେ ଏକ ଲାଇପୋସୋମାଲ ଫର୍ମୁଲା (liposomal) ଥିବାରୁ ଲିମ୍ଫୋମାଟସ ମେନିଞ୍ଜାଇଟିସ (lymphoma involving the meninges) ରୋଗରେ ଉନ୍ନତ ଫଳାଫଳ ମିଳେ ।[୧]

ସାଇଟାରାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ବାନ୍ତି, ଯକୃତ ସମସ୍ୟା (liver problems), ରାସ୍, ପାଟି ଘାଆ ଓ ରକ୍ତସ୍ରାବ ଆଦି ଲକ୍ଷଣ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ ଅଚେତନ (loss of consciousness), ଫୁସଫୁସ ରୋଗ ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଆଦି ବେମାରୀ ହୁଏ । ଗର୍ଭାବସ୍ଥାରେ ଶିଶୁର ହାନୀ ହୋଇପାରେ ।[୧] ଏହା ଆଣ୍ଟିମେଟାବୋଲାଇଟ antimetaboliteନ୍ୟୁକ୍ଲିଓସାଇଡ ଆନାଲଗ (nucleoside analog ଶ୍ରେଣୀର ଔଷଧ । [୨] ଏହା ଡିଏନଏ ପଲିମରେଜ (DNA polymerase) କାର୍ଯ୍ୟକୁ ଅବରୋଧ କରେ ।[୧]

ସନ ୧୯୬୦ରେ ସାଇଟାରାବିନ ପେଟେଣ୍ଟ ହେବାପରେ ସନ ୧୯୬୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ଆମେରିକୀୟ ଡଲାର ।[୫] ଇଂଲଣ୍ଡରେ ଏହି ମାତ୍ରାର ଔଷଧର ମୂଲ୍ୟ ପ୍ରାୟ ୫୦ ପାଉଣ୍ଡ କିନ୍ତୁ ଲାଇପୋସୋମାଲ ଧରଣର ୫୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୧,୨୨୩.୭୫ ପାଉଣ୍ଡ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Cytarabine". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 589. ISBN 9780857111562.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 511. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Cytarabine". International Drug Price Indicator Guide. Retrieved 8 December 2016.[permanent dead link]