ସୁଶିଳା ଚାନୁ

ଉଇକିପିଡ଼ିଆ‌ରୁ
ସୁଶିଳା ଚାନୁ
ବ୍ୟକ୍ତିଗତ ସୂଚନା
Full name ସୁଶିଳା ଚାନୁ ପୁଖମନରମ
ଜନ୍ମ (1992-02-25) ୨୫ ଫେବୃଆରୀ ୧୯୯୨ (ବୟସ ୩୨)
Manipur, India
Playing position Halfback
National team
2008–present India 112 (4)
Medal record
Women's Field Hockey
Competitor for  ଭାରତ
Junior World Cup
Bronze 2013 Mönchengladbach Team
Last updated on: 13 July 2016

Sushila Chanu Pukhrambamସୁଶିଳା ଚାନୁ ପୁଖରମବାରମ (ଜନ୍ମ ଫେବୃଆରୀ ୨୫, ୧୯୯୨ ) ଜଣେ ଭାରତର  ମହିଳା ହକି ଜାତୀୟ ଦଳ  ର ଖେଳାଳି ତଥା ଅଧିନାୟିକା। .[୧]

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ପୁଖରମବାରମ ଗ୍ରାମର ଶ୍ୟାମସୁନ୍ଦର ଓ ଅଙ୍ଗବି ଲଟାଙ୍କ ଔରସରୁ ସୁଶିଳାଙ୍କ ଜନ୍ମ ୧୯୯୨ ମସିହା ଫେବୃଆରୀ ୨୫ ତାରିଖରେ ହେଇଥିଲା। ସେ ବର୍ତ୍ତମାନ ଭାରତୀୟ ମହିଳା ଜାତୀୟ ହକି ଦଳର ଅଧିନାୟିକା ରହିବା ସହ ଭାରତୀୟ ରେଳ ବିଭାଗର ମୁମ୍ବାଇ  ଷ୍ଟେସନଠାରେ ୨୦୧୦ ମସିହାରୁ ଟିକେଟ କଲେକ୍ଟର ଭାବରେ କାର୍ଯ୍ୟରତ । [୨]

ଖେଳ ଜୀବନ [ସମ୍ପାଦନା]

ସୁଶିଳା ଚାନୁ ୨୦୧୩ ମସିହାରେ ଭାରତୀୟ ମହିଳା ଜୁନିଅର ହକି ଦଳର ଅଧିନାୟିକା ଭାବରେ ଜର୍ମାନୀ [୩]ଠାରେ ହେଇଥିବା ଜୁନିଅର ମହିଳା ହକି ପ୍ରତିଯୋଗୀତାରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ଥିଲେ । ତାଙ୍କର ଆକ୍ରାମକ ହକି ଖେଳକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥାଏ । ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । .[୪]

ଆଧାର [ସମ୍ପାଦନା]

  1. "Sushila to lead Indian women's hockey team in Rio Olympics". Business Standard. 12 July 2016. Retrieved 13 July 2016.
  2. "International hockey player Sushila eyeing Olympic". E-Pao. 19 March 2013. Retrieved 18 July 2013.
  3. "Junior hockey skipper Chanu eager to inspire peers". Hindustan Times. 8 August 2013. Archived from the original on 9 August 2013. Retrieved 9 August 2013.
  4. "3 key Indian women hockey team members from Manipur felicitated : 01st aug15 ~ E-Pao! Headlines".

ବାହାର ଲିଙ୍କ [ସମ୍ପାଦନା]