ମାର୍କୋ ପୋଲୋ
ମାର୍କୋ ପୋଲୋ | |
---|---|
ଜନ୍ମ | 1254 Venice, Republic of Venice |
ମୃତ୍ୟୁ | ୮ ଜାନୁଆରୀ ୧୩୨୪ Venice, Republic of Venice | (ବୟସ ୬୯–୭୦)
Church of San Lorenzo 45°26′14″N 12°20′44″E / 45.4373°N 12.3455°E | |
ଜାତୀୟତା | Venetian |
ବୃତ୍ତି | Merchant |
ପ୍ରସିଦ୍ଧି | The Travels of Marco Polo |
ବୈବାହିକ-ସାଥୀ | Donata Badoer |
ସନ୍ତାନ | Fantina, Bellela and Moretta |
ପିତାମାତା | Mother: Nicole Anna Defuseh |
ମାର୍କୋ ପୋଲୋ ଜଣେ ଇଟାଲୀୟ ବ୍ୟବସାୟୀ, ଲେଖାକ ତଥା ପରିବ୍ରାଜକ ଥିଲେ । ସେ ଭେନିସ ଗଣରାଜ୍ୟରେ ଜନ୍ମଗ୍ରହଣ କରିଥିଲେ। ସେ କେନ୍ଦ୍ର ଏସିଆ ଓ ଚୀନ ଦେଶକୁ ପରିଭ୍ରମଣରେ ଯାଇ ତାଙ୍କର ଭ୍ରମଣ କାହାଣୀ Livres des merveilles du monde ପୁସ୍ତକରେ ଲିପିବଦ୍ଧ କରିଥିଲେ । ସେହି ପୁସ୍ତକ ଇଂରାଜୀରେ ଅନୁଦିତ ହେଇ Book of the Marvels of the World,ଓ The Travels of Marco Polo ନାମରେ ପରିଚିତ ଥିଲା ଓ ଏହି ପୁସ୍ତକ ଜରିଆରେ ଏଉରୋପୀୟମାନେ ପ୍ରଥମ କରି ଏସିଆ ମହାଦେଶର କେନ୍ଦ୍ର ଏସିଆ ଓ ଚୀନ ଦେଶ ବିଷୟରେ ବିଶଦ ଭାବରେ ଜ୍ଞାତ ହେଇଥିଲେ ।
ମାର୍କୋ ପୋଲୋଙ୍କ ପିତା ନିକ୍କୋଲୋ ଓ କାକା ମାଫିଓ ଭ୍ରମଣକାରୀ ବ୍ୟବସାୟୀ ଥିଲେ ଓ ଏସିଆ ଦେଇ ଯାତ୍ରା କରି କୁ7ବଳୟ ଖାନଙ୍କୁ ମଧ୍ୟ ଭେଟିଥିଲେ । ସେମାନେ 1269 ମସିହାରେ ଭେନିସକୁ ପ୍ରତ୍ୟାବର୍ତନ କଳା ପରେ ମାର୍କୋ ପୋଲୋଙ୍କୁ ସାଙ୍ଗରେ ନେଇ ଏସିଆକୁ ଅନନ୍ୟ ଯାତ୍ରାରେ ଗଲେ ଓ ପୁଣି ଭେନିସକୁ ଦୀର୍ଘ 24 ବର୍ଷ ପରେ ପ୍ରତ୍ୟାବର୍ତନ କଲେ । ସେତେବେଳେ ଭେନିସ ଦେଶ ଗେନୋଆ ଦେଶ ସହ ଯୁଦ୍ଧରେ ବ୍ୟାପ୍ତ ଥିଲା । ମାର୍କୋଙ୍କୁ ଜୈଲ ଯିବାକୁ ପଡିଲା । ସେ ଜୈଲ ହିତରେ ଥାଇ ତାଙ୍କର ଦୀର୍ଘ ଏସିଆ ଭ୍ରମଣର କାହାଣୀ ତାଙ୍କର ଏକ ସାଥି କଇଦିଙ୍କୁ ଡାକି ଥିଲେ ଓ ସାଥି କଇଦି ତାହା ଲିପିବଦ୍ଧ କରିଥିଲେ । ମାର୍କୋ 1299 ମସିହାରେ ଜୈଲରୁ ମୁକ୍ତ ହେଇ ପୁନର୍ବାର ବ୍ୟବସାୟ କରି ସଫଳ ହେଲେ ଓ ଖୁବ ଧନିକ ବ୍ୟବସାୟୀ ଭାବରେ ବିବାହ କରି 3ଟି ସନ୍ତାନର ଜନକ ହେଇଥିଲେ । ତାଙ୍କର ମୃତ୍ୟୁ 1324 ମସିହାରେ ଭେନିସଠାରେ ହେଇଥିଲା ।
ଜୀବନୀ
[ସମ୍ପାଦନା]ପରିବାର
[ସମ୍ପାଦନା]Early life and Asian travel
[ସମ୍ପାଦନା]ମାର୍କୋ ପୋଲୋଙ୍କ ଭ୍ରମଣ
[ସମ୍ପାଦନା]ଭ୍ରମଣ ବର୍ଣ୍ଣନା
[ସମ୍ପାଦନା]ସମ୍ମାନ
[ସମ୍ପାଦନା]ପୁନଶ୍ଚ ଦେଖଣା
[ସମ୍ପାଦନା]- Chinese expeditions to the Sinhala Kingdom
- Chronology of European exploration of Asia
- Rabban Bar Sauma, Uyghur Nestorian Christian monk from Zhongdu (Khanbaliq, modern Beijing) who led a Mongol diplomatic mission to medieval European monarchs and the pope, visiting Greece, Italy, and France
- Silk Road, which Marco Polo travelled
- Katarina Vilioni (d. 1342), an Italian woman whose tombstone was found in Yangzhou, China
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]ପୁନଶ୍ଚ ପଠନ
[ସମ୍ପାଦନା]- Marco Polo (1918). Marsden, William (ed.). The Travels of Marco Polo. London: J.M. Dent & Sons. p. 461.
- Hart, H. Henry (1948). Marco Polo, Venetian Adventurer. Kessinger Publishing.
{{cite book}}
: CS1 maint: ref duplicates default (link) - Dalrymple, William (1989). In Xanadu.
- Daftary, Farhad (1994). The Assassin legends: myths of the Ismaʻilis (2 ed.). I.B. Tauris. p. 213. ISBN 978-1-85043-705-5.
{{cite book}}
: CS1 maint: ref duplicates default (link) - Otfinoski, Steven (2003). Marco Polo: to China and back. New York: Benchmark Books. ISBN 0-7614-1480-0.
{{cite book}}
: CS1 maint: ref duplicates default (link) - Polo, Marco & Rustichello of Pisa (January 1, 2004). The Travels of Marco Polo – Volume 1. Project Gutenberg. Retrieved April 2, 2011.
- Polo, Marco & Rustichello of Pisa (May 1, 2004). The Travels of Marco Polo – Volume 2. Project Gutenberg. Retrieved April 2, 2011.
- Olivier Weber, Sur les routes de la soie (On the Silk Roads) (with Reza, Hoëbeke,2007
- Yang, Dori Jones (January 11, 2011). Daughter of Xanadu. Delacorte Press Books for Young Readers. ISBN 978-0-385-73923-8. (Young Adult novel)
ବାହାର ଲିଙ୍କ
[ସମ୍ପାଦନା]- Marco Polo at Curlie
- ମାର୍କୋ ପୋଲୋ ଇଣ୍ଟରନେଟ ମୁଭି ଡାଟାବେସରେ
- Marco Polo's house in Venice, near the church of San Giovanni Grisostomo
- National Geographic Marco Polo: Journey from Venice to China Archived 2008-01-03 at the Wayback Machine.
- Works by Marco Polo at Project Gutenberg
- Works by or about ମାର୍କୋ ପୋଲୋ at Internet Archive
- ମାର୍କୋ ପୋଲୋ public domain audiobooks from LibriVoxLibriVox ମାର୍କୋ ପୋଲୋ public domain audiobooks from LibriVox